ଆରମ୍ଭ ହେଲା ଆମାଜନ ପ୍ରାଇମ ଡେ, ସାଓମିର ଏହି ଫୋନରେ ରହିଛି ୧୧,୦୦୦ ପର୍ଯ୍ୟନ୍ତ ରିହାତି
ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ଆରମ୍ଭ ହୋଇ ଯାଇଛି ଆମାଜନ ବିଗ୍ ସେଲ୍। ତେବେ ଏହି ବିକ୍ରୟରେ ଆପଣଙ୍କ ପାଇଁ ରହିଛି ବଡ଼ ସୁଯୋଗ ସାଓମି ଫୋନ୍ କିଣିବାର। ଏହି ଆମାଜନ ପ୍ରାଇମ ଡେ ବିକ୍ରିରେ ସାଓମିର ସ୍ମାର୍ଟଫୋନ୍ କିଣିଲେ…