କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରେ ଭୟାବହ ଆମ୍ବୁଲାନ୍ସ ଦୁର୍ଘଟଣା, ଦେଖନ୍ତୁ ସିସିଟିଭି ଭିଡିଓ
କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୁର୍ଘଟଣା । ଟୋଲ ପ୍ଲାଜାରେ ଆମ୍ବୁଲାନ୍ସ ଧକ୍କା । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସମେତ ୪ ମୃତ । କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ ଘଟିଛି ଏହି ଭୟାବହ ଦୁର୍ଘଟଣା । କେତେ ଭୟଙ୍କର ଥିଲା ଦୁର୍ଘଟଣା । ତାହା ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭି…