Browsing Tag

america

ସାରା ବିଶ୍ୱରେ ବେବି ପାଉଡର ଉତ୍ପାଦନ ବନ୍ଦ କରିଦେବ Johnson & Johnson! କ୍ୟାନସର ସହ ଜଡ଼ିତ ମାମଲା ବଢ଼ିବାରୁ…

ଜନ୍‌ସନ ଆଣ୍ଡ ଜନ୍‌ସନ (Johnson & Johnson) ନିଜ ଟାଲକମ୍‌ ବେବି ପାଉଡର ପ୍ରଡକ୍ଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦେବ। ରିପୋର୍ଟ ମୁତାବକ, କମ୍ପାନୀ ଅନେକ ବର୍ଷ ହେବ ଆମେରିକା ଏବଂ କାନାଡାରେ ଏହି ଉତ୍ପାଦ ବିରୋଧରେ ଚାଲିଥିବା ଆଇନଗତ ଲଢ଼େଇରେ ବିରକ୍ତ ହୋଇ ଏଭଳି ପଦକ୍ଷେପ ଗ୍ରହଣ…

ଧସିଗଲା ମାଟି ବଢିଚାଲିଛି ଗର୍ତ୍ତ, ଲୋକେ ଭୟଭୀତ

ରହସ୍ୟମୟୀ ଗାତ । ସେ ପୁଣି କୁଆଡେ ବଢୁଚି । ଏକଥା ଆମେ କହନୁ ଲୋକେ କହୁଛନ୍ତି । ଏହି ଗର୍ତ୍ତକୁ ନେଇ ସମସ୍ତେ ଏବେ ଭୟଭୀତ । କାରଣ ହଠାତ ଏମିତି ଏକ ଗର୍ତ୍ତ ସୃଷ୍ଟି ହେଲା ଯାହାକୁ ନେଇ ସମସ୍ତେ ଏବେ ଭୟଭୀତ । ତେବେ ହଠାତ ଏହି ଗର୍ତ୍ତ କେମିତି ହେଲା ଓ କାହିଁକି ହେଲା । ତାକୁ ନେଇ ଅନେକ କିଛି…

‘ମିସ୍‌ ଇଣ୍ଡିଆ ୟୁଏସଏ ୨୦୨୨’ ଟାଇଟଲ ଜିତିଲେ ଭାରତର ଆର୍ଯ୍ୟା ଓ୍ଵାଲଭେକର, କହିଲେ ‘ଅଭିନେତ୍ରୀ ହେବାକୁ ଇଚ୍ଛା’

ଆମେରିକାର ଭର୍ଜିନିଆରେ ରହୁଥିବା ଭାରତୀୟ ମୂଳ ଆର୍ଯ୍ୟା ୱାଲଭେକର ମିସ୍ ଇଣ୍ଡିଆ ୟୁଏସ୍ଏ ୨୦୨୨ ଟାଇଟଲ ଜିତିଛନ୍ତି । ୧୮ ବର୍ଷୀୟ ଆର୍ଯ୍ୟା ନ୍ୟୁଜର୍ସିରେ ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ ‘ମିସ୍‌ ଇଣ୍ଡିଆ ୟୁଏସ୍‌ଏ’ ଟାଇଟଲ ନିଜ ନାମରେ କରିଛନ୍ତି । ମିସ୍ ଇଣ୍ଡିଆ ୟୁଏସ୍ ୨୦୨୨ ଆର୍ଯ୍ୟା…

ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା! ହେଲ୍‌ଥ ଏମରଜେନ୍ସି ଘୋଷଣା କଲେ ସରକାର

ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି। ରିପୋର୍ଟ ମୁତାବକ, ଜୋ ବାଇଡେନଙ୍କ ପ୍ରଶାସନ ଭାଇରସ୍‌ର ଗମ୍ଭୀରତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛି। ୨ ଅଗଷ୍ଟରେ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଉଚ୍ଚ ଅଧିକାରୀଙ୍କୁ…

ଅଲକାଏଦା ମୁଖ୍ୟ ଅଲ ଜବାହିରୀକୁ ନିପାତ କଲା ଅମେରିକୀୟ ଡ୍ରୋନ, କାବୁଲରେ ଲୁଚି ରହିଥିଲା ଆତଙ୍କୀ ….ଓସାମା ପରେ…

ଆମେରିକାର ବଡ ଦାବି କି ତାର ସେନା ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଅଲ ଜବାହିରୀକୁ କାବୁଲରେ ଏକ ଡ୍ରୋନ ଆକ୍ରମଣରେ ନିପାତ କରିଛି । ଓସମା ବିନ ଲାଦେନ ପରେ ଏହା ଥିଲା ଆମେରିକାର ଦ୍ୱିତୀୟ ବଡ ଅପରେସନ । ଅୟମାନ ଅଲ ଜବାହିରୀର ଜନ୍ମ ୧୯୫୧ ଜୁନ ୧୯ରେ । ମିଶରର ଗିଜାରେ ଏକ ସଂପନ୍ନ ପରିବାରରେ…

ଆମେରିକାରେ ସ୍ୱାଧୀନତା ଦିବସ ପରେଡ୍‌ ସମୟରେ ଗୁଳିକାଣ୍ଡ; ୬ ମୃତ, ୨୪ ଗୁରୁତର

ଚିକାଗୋ: ଆମେରିକାରେ ପୁଣି ବଡ଼ ଧରଣ ଗୁଳିକାଣ୍ଡରେ ୬ ମୃତ। ଏହି ଗୁଳିକାଣ୍ଡରେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହ ୨୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। अमेरिका की फ्रीडम डे परेड में फायरिंग: शिकागो में हमलावर ने बिल्डिंग की छत से अंधाधुंध गोलियां…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧାରଣାରେ ଅଟକିଗଲା ଟ୍ରକ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରେନ : ୪୬ ମୃତ

ଆମେରିକାରେ ଗତରାତିରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଯାଉଥିବା ପାସେଞ୍ଜର ଟ୍ରେନ ଫାଟକରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଯେଉଁଥିରେ ୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି…

କଣ୍ଟେନରରୁ ମିଳିଲା ୪୬ ଜଣଙ୍କ ମୃତ ଦେହ, ଗରମରେ ସିଝିଯାଇଛି ସମସ୍ତଙ୍କ ଦେହ

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେକ୍ସାସ୍‌ ରାଜ୍ୟର ସେନ୍‌ ଏଣ୍ଟୋନିୟୋ ସହରରେ କଣ୍ଟେନର ବା ବନ୍ଦ ଟ୍ରକ୍‌ ଭିତରୁ ୪୬ଟି ମୃତ ଦେହ ଜବତ ହୋଇଛି। ଏତେ ସଂଖ୍ୟାରେ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ଏଥିସହ…

ବଞ୍ଚାଇଦେଲା Apple ଘଣ୍ଟା! ଏମରଜେନ୍ସି କଲ୍‌ ସାହାଯ୍ୟରେ ମହିଳାଙ୍କୁ ନଦୀରୁ ଏମିତି ଉଦ୍ଧାର କଲା ପୋଲିସ

ଆମେରିକାର ଏକ ନଦୀରେ ଫସିଥିବା ଜଣେ ମହିଳା ସନ୍ତରଣକାରୀଙ୍କୁ ପୋଲିସ ଉଦ୍ଧାର କରିଛି। ଘଟଣା ଗତ ସପ୍ତାହର। ସୂଚନା ମୁତାବକ, ମହିଳା Apple ଓ୍ଵାଚ୍‌ ଉପଯୋଗ କରି ପୋଲିସକୁ କଲ୍‌ କରିଥିଲେ। ଏହାପରେ ପୋଲିସ ଉକ୍ତ କଲ୍‌କୁ ରେସ୍‌ପନ୍ସ ଦେଇଥିଲା ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା। ସୂଚନା…

ବିନା ପୋଷାକରେ ଗାଡି ଧରି ସହରରେ ବୁଲିଲେ ଓକିଲ, ଧରାପଡିବା ପରେ ଏବେ ଯିବେ ଜେଲ୍‌

ଓକିଲଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଜେଲ। କଥାଟା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥାଇପାରେ ନିଶ୍ଚିତ। କିନ୍ତୁ ସତ। ଓକିଲ ଏପରି କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଛି। ଓକିଲ ଜଣକ ବର୍ଷକରେ ତୃତୀୟ ଥର ପାଇଁ ଉଲଗ୍ନ ହୋଇ ଗାଡି ଚଲାଇଥିଲେ, ଯେଉଁଥିପାଇଁ ତାଙ୍କ ଉପରେ ଏପରି…

ମୂଳ ଭାରତୀୟ ଡା. ଆରତୀ ପ୍ରଭାକର ଜିତିଲେ ବାଇଡେନଙ୍କ ଭରସା, ହେବେ ଦେଶର ସାଇନ୍ସ ଆଡଭାଇଜର

ଓ୍ଵାଶିଂଟନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମୂଳ ଭାରତୀୟ ଆମେରିକାର ବୈଜ୍ଞାନିକ ଡା. ଆରତୀ ପ୍ରଭାକରଙ୍କୁ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ନୀତି କାର୍ଯ୍ୟାଳୟ (ଓଏସଟିପି) ର ନିର୍ଦ୍ଦେଶକ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି । ଯଦି ବାଇଡେନଙ୍କ ଏହି ପ୍ରସ୍ତାବକୁ ସିନେଟ ମଞ୍ଜୁରୀ ଦିଏ,…

ଆମେରିକାରେ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା, ଜଣେ ପିଲା ମୃତ

ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ…