‘ରାଜୁ ଉଠ… ବହୁତ ହେଇଗଲା…ଏବେ ଅନେକ କାମ କରିବାକୁ ବାକି ଅଛି’ : ଅମିତାଭ ବଚ୍ଚନ
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି। ଫ୍ୟାନ୍ସଙ୍କ ପ୍ରାର୍ଥନା କାମ ଦେଉଛି। କିନ୍ତୁ ଏପର୍ଯ୍ୟନ୍ତ ରାଜୁଙ୍କ ଚେତା ଫେରି ନାହିଁ। ଚେତା ଫେରିବାକୁ କିଛି ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି। ଏପରିସ୍ଥଳେ ରାଜୁ ଶ୍ରୀବାସ୍ତବଙ୍କୁ ବଲିଉଡର ଶୋହନଶାହ ଅମିତାଭ…