Browsing Tag

Amul

ପୁଣି ବଢ଼ିଲା କ୍ଷୀର ଦର, କାଲିଠୁ ଅମୁଲ ଓ ମଦର ଡାଏରୀର ପ୍ରଡକ୍ଟ କିଣିଲେ ଦେବେ ଆଉ ଅଧିକ ୨ ଟଙ୍କା

ବଢ଼ିଲା ପ୍ୟାକେଟ୍‌ କ୍ଷୀର ମୂଲ୍ୟ। ଅମୁଲ ଓ ମଦର ଡାଏରୀରେ କ୍ଷୀର ଲିଟର ପ୍ରତି ୨ଟା ଲେଖାଏଁ ବଢ଼ିଛି। ବୁଧବାର ଠାରୁ ଏହି ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ଉଭୟ କମ୍ପାନୀ କିଣା ମୂଲ୍ୟ ଓ ଅନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ମୂଲ୍ୟ ବଢ଼ାଇଥିବା କହିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ ଦିଲ୍ଲୀ-ଏନ୍‌ସିଆରେ…