ସାଢ଼େ ୪ ବର୍ଷର ବାଗ୍ମୀ ଦିବ୍ୟାଂଶୀ, ସ୍ଵାଧୀନତା ଦିବସରେ ଭାଷଣ ଦେଇ ଦର୍ଶକଙ୍କୁ କରିଦେଲେ ମନ୍ତ୍ରମୁଗ୍ଧ
ଆନନ୍ଦପୁର(କେନ୍ୟୁଜ୍): ଦେଶପ୍ରେମ ବହ୍ନି ସ୍ଵତଃ ଜାଗ୍ରତ ହୋଇଥାଏ। ଏଥିପାଇଁ ବୟସର କୌଣସି ସୀମା ନଥାଏ । ଯାହା ପ୍ରସ୍ଫୁଟିତ ହୋଇଛି ଏକ କୁନି ପ୍ରତିଭା ଠାରେ । ମାତ୍ର ସାଢ଼େ ୪ ବର୍ଷ ବୟସରେ ଦିବ୍ୟାଂଶୀ ସାହୁ ଆଜିର ୭୬ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ଦ୍ଵାରା ଦର୍ଶକଙ୍କୁ…