ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଏସଓପି, ଅଭିଯୋଗ ଆସିଲେ ନିଆଯିବ ଗମ୍ଭୀର କାର୍ଯ୍ୟାନୁଷ୍ଠାନ
ସ୍କୁଲରେ ଛାତ୍ରଛାତ୍ରୀ ପାଠପଢିବା ସହିତ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି। ହେଲେ ଆଜିକାଲି ଛାତ୍ରୀମାନେ ସ୍କୁଲରେ ବିଭିନ୍ନ ପ୍ରକାରର ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ସ୍କୁଲ କର୍ମଚାରୀ ହୁଅନ୍ତୁ ଅବା କର୍ତ୍ତୃପକ୍ଷଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି । ତେବେ ଏମିତି…