Browsing Tag

anganwadi

ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଜାରି, ପ୍ରେମିକ ନାଁରେ ପରିବାର ଲୋକେ ଆଣିଲେ ଅଭିଯୋଗ

ଉଦଳା(କେନ୍ୟୁଜ୍‌): ସୁଇସାଇଡ ନୋଟ ଲେଖି ଅଙ୍ଗନବାଡି ଭିତରେ ଝୁଲି ପଡିଥିବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସସପେନ୍ସ । ଏହା ଆତ୍ମହତ୍ୟା ନା ହତ୍ୟା? ମୃତ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ ସୁଇସାଇଡ ନୋଟରେ ବ୍ୟକ୍ତିଗତ ଜୀବନରେ ଅବସାଦ ଥିବା ଲେଖିଥିବା ବେଳେ ମୃତ କର୍ମୀଙ୍କ…

ସ୍କୁଲ ପରେ ଅଙ୍ଗନବାଡ଼ି ନେଉଛି ନୂଆ ରୂପ, ପିଲା ଓ ଅଭିଭାବକ ସମସ୍ତେ ଖୁସ୍‌

କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ…

ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନଓ୍ଵାଡିି କେନ୍ଦ୍ର,ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା

ଭୁବନେଶ୍ବର(କେନ୍ୟୁଜ୍): ପାଖାପାଖି ୧ ବର୍ଷ ପରେ ୨୮ତାରିଖରୁ ଖୋଲିବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର। ପୁଣି ଚଳଚଞ୍ଚଳ ହେବ ଅଙ୍ଗନୱାଡି କେନ୍ଦ୍ର। କୋଭିଡ ସଂକ୍ରମଣ କମିବା ପରେ ସ୍ୱାଭାବିକ ହେବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିିଠି ଲେଖିଛି…