Browsing Tag

Anganwadi workers

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଏକତରଫା ପ୍ରେମ ନିବେଦନରେ ଅରାଜି ହେବାରୁ ଅଙ୍ଗନବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର (କେନ୍ୟୁଜ): ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୋଗ ମୁତାବକ ଧର୍ମଶାଳା ଥାନା…