ଦିନରେ ଓଷା ରାତିରେ ହତ୍ଯା: ସାବିତ୍ରୀ ବ୍ରତ ଦିନ ପତ୍ନୀକୁ ଟାଙ୍ଗିଆ ହାଣି ମାରିଦେଲା ସ୍ୱାମୀ
ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକେରା ଗାଁରେ ଅଭାବନୀୟ ଘଟଣା। ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ଆଉ ରାତିରେ ପତ୍ନୀକୁ ହତ୍ଯା। ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ହେଉଛନ୍ତି ଲିପି ବେହେରା।
ଗତକାଲି ରାତିରେ ଉଭୟ ସ୍ବାମୀ ବସନ୍ତ ବେହେରା…