ବୁଡ଼ିଗଲେ ସୂର୍ଯ୍ୟ! ଏବେ ୬ ମାସ ଅନ୍ଧାରରେ ରହିବ ଆଣ୍ଟାର୍କଟିକା
ଆଣ୍ଟାର୍କଟିକାରେ ୟୁରୋପର କନ୍କୋର୍ଡିଆ ରିସର୍ଚ ଷ୍ଟେସନରେ ୧୨ ବୈଜ୍ଞାନିକ, ଏକ୍ସପ୍ଲୋରର ଏବଂ ଷ୍ଟାଫ୍ ଏବେଠୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିପାରିବେ ନାହିଁ। କାହିଁକି ନା, ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇଯାଇଛି। ଆଗାମୀ ୬ ମାସ କାଳ କେବଳ ରାତି ହିଁ ରହିବ। ବିଶ୍ୱର ସବୁ…