“ଅନୁପମା”ର ଫେମ ଆକ୍ଟ୍ରେସ ଅନଘା ଛାଡିଲେ ଶୋ’, କୃଷ୍ଣ ଭକ୍ତିରେ ଲୀନ ହେବାରେ ଦେଲେ ମନ
"ଅନୁପମା" ଶୋ'ର କୋ ଷ୍ଟାର ଅନଘା ଭୋଁସଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରିଛନ୍ତିକି ସେ ଅଭିନୟ ଜଗତରୁ ସବୁ ଦିନ ପାଇଁ ବିରତି ନେବାକୁ ଯାଉଛନ୍ତି । ନିଜ ସୋସିଆଲ ମିଡ଼ିଆ ପେଜରେ ତିନି ପୃଷ୍ଠାର ଏକ ନୋଟ ମଧ୍ୟ ସେୟାର କରିଛନ୍ତି ଅନଘା । ନିଜେ ଆଧ୍ୟାତ୍ମିକତା କ୍ଷେତ୍ରରେ ଅଧିକ ମନଯୋଗ…