ବିବାହ ନ କରି ବି ମା’ ହେବାକୁ ଯାଉଛନ୍ତି ଆକ୍ଟ୍ରେସ, ଜାଣନ୍ତୁ ଘଟଣା ପଛର ସତ କଣ
ନିଧି ଶାହଙ୍କ ଗୋଦଭରାଈ ବିଧିର କିଛି ଫଟୋ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ଆକ୍ଟ୍ରେସ । ଏହି ଫଟୋଗୁଡ଼ିକୁ ଦେଖି ଫ୍ୟାନ୍ସ ମାନେ ବି ଖୁବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କେତେ ଜଣ ତ କନଫ୍ୟୁଜ ହୋଇଯାଉଛନ୍ତି ଆଉ ମନେ ମନେ ଭାବିବାକୁ ଲାଗୁଛନ୍ତିକି ସତରେ କଣ ନିଧି ଗର୍ଭବତୀ ଅଛନ୍ତି । ଏହା…