ଜିମ ଭିତରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା; CCTV ରେ କଏଦ ହେଲା ଦୃଶ୍ୟ
ନୂଆଦିଲ୍ଲୀ : ଆପ୍ ନେତାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବର ମଲେରକୋଟଲାରେ ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲିଟି କାଉନସିଲର ମହମ୍ମଦ ଆକବରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜିମରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଗୁଳି ଚଳାଇଥିଲା। ସୂଚନା ଅନୁଯାୟୀ ଆକବରଙ୍କୁ ଅତି ନିକଟରୁ ଗୁଳି…