ବଞ୍ଚାଇଦେଲା Apple ଘଣ୍ଟା! ଏମରଜେନ୍ସି କଲ୍ ସାହାଯ୍ୟରେ ମହିଳାଙ୍କୁ ନଦୀରୁ ଏମିତି ଉଦ୍ଧାର କଲା ପୋଲିସ
ଆମେରିକାର ଏକ ନଦୀରେ ଫସିଥିବା ଜଣେ ମହିଳା ସନ୍ତରଣକାରୀଙ୍କୁ ପୋଲିସ ଉଦ୍ଧାର କରିଛି। ଘଟଣା ଗତ ସପ୍ତାହର। ସୂଚନା ମୁତାବକ, ମହିଳା Apple ଓ୍ଵାଚ୍ ଉପଯୋଗ କରି ପୋଲିସକୁ କଲ୍ କରିଥିଲେ। ଏହାପରେ ପୋଲିସ ଉକ୍ତ କଲ୍କୁ ରେସ୍ପନ୍ସ ଦେଇଥିଲା ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା।
ସୂଚନା…