Browsing Tag

arjun kapoor

ଅର୍ଜୁନ୍‌ କପୁରଙ୍କୁ କଡ଼ା ଜବାବ ଦେଲେ ଗୃହମନ୍ତ୍ରୀ, କହିଲେ-ଧମକାଇବା ବଦଳରେ ଅଭିନୟ ଉପରେ ଧ୍ୟାନ ଦିନ

ଦୀର୍ଘ ଦିନ ହେଲାଣି ସୋସିଆଲ ମିଡିଆରେ ବୟକଟ୍‌ ବଲିଉଡ୍‌ ଟ୍ରେଣ୍ଡ୍‌ରେ ରହିଛି। ସୋସିଆଲ ମିଡିଆ ୟୁଜର୍ସ ଲଗାତାର ବଲିଉଡ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। କିନ୍ତୁ ଏହି ମାମଲାରେ ଏବେ ଯାଏଁ କୌଣସି ସେଲିବ୍ରିଟି ନିଜ ରାୟ ଦେଇନଥିଲେ। ମାତ୍ର ଏବେ ଏହି ମାମଲାରେ…