ଅର୍ଜୁନ ରାମପାଲଙ୍କ ଝିଅ ମାୟରା ହେଲେ ‘ନ୍ୟାସନାଲ୍ କ୍ରଶ୍’, ଗ୍ଲାମରସ୍ ଫଟୋ ହେଉଛି ଭାଇରାଲ୍
ବଲିଉଡ୍ କଳାକାରମାନଙ୍କ ପିଲାମାନେ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ଅର୍ଜୁନ ରାମପାଲଙ୍କ ଝିଅ ମାୟରା ରାମପାଲଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ ମିଡିଆରେ ହଠାତ୍ ତାଙ୍କ ଗ୍ଲାମରସ୍ ଫଟୋ ଫ୍ୟାନମାନଙ୍କୁ ଦିଓ୍ଵାନା କରି ଦେଇଛି। ମାୟରାଙ୍କ ଇନ୍ଷ୍ଟାଗ୍ରାମ…