Browsing Tag

army

ପାକିସ୍ତାନୀ ସେନାର ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ, ବେଲୁଚିସ୍ତାନରୁ ମିଳିଲା ଭଗ୍ନାବଶେଷ; ୬ ସେନା ଅଧିକାରୀଙ୍କ ମୃତ୍ୟୁ

ପାକିସ୍ତାନୀ ସେନା ହେଲିକାପ୍ଟରର ଭଗ୍ନାବଶେଷ ମିଳିଛି। ଏହି ହେଲିକାପ୍ଟର ଉତ୍ତର-ପଶ୍ଚିମ କ୍ଷେତ୍ର ବେଲୁଚିସ୍ତାନରେ ସୋମବାର ରାତିରୁ ନିଖୋଜ ହୋଇ ଯାଇଥିଲା, ଯାହାର ଭଗ୍ନାବଶେଷ ଲାସବେଲା ଜିଲ୍ଲାର ମୁସା ଗୋଥ୍‌ ନିକଟରେ ମିଳିଛି। ସୂଚନା ମୁତାବକ, ଦୁର୍ଘଟଣାରେ ୬ ସେନା ଅଧିକାରୀଙ୍କ ମୃତ୍ୟୁ…

ସତରେ ମନକୁ ଛୁଇଁଯିବ ଏହି ଦୃଶ୍ୟ! ଷ୍ଟେସନ୍‌ରେ ଠିଆ ହୋଇଥିବା ଯବାନଙ୍କୁ ଦେଖି ଦୌଡ଼ି ଯାଇ ପାଦ ଛୁଇଁ ମୁଣ୍ଡିଆ ମାରିଲା…

ସୋସିଆଲ ମିଡିଆରେ ଆଜିକାଲି ବହୁ ମନ ଛୁଆଁ ଭିଡିଓ ଭାଇରାଲ ହେଉଛି। ଏହି ସବୁ ଭିଡିଓ ଦେଖିବା ପରେ ଲାଗୁଛି ହଁ ସତରେ ଦୁନିଆରେ ଏବେ ବି କିଛି ଭଲ ମଣିଷ ଅଛନ୍ତି, ଯାହା ପାଇଁ ଏହି ସଂସାର ଚାଲୁଛି। ଏବେ ସୋସିଆଲ ମିଡିଆରେ ସେନା ବାହିନୀଙ୍କର ଯବାନଙ୍କର ସେଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।…

ନୌସେନାରେ ହେବେ ୨୦ ପ୍ରତିଶତ ମହିଳା ଅଗ୍ନିବୀର, ଜାଣନ୍ତୁ ବର୍ତ୍ତମାନ ତିନି ସେନାରେ କେତେ ଅଛନ୍ତି ମହିଳା

ନୌସେନା କହିଛି ଯେ ଚଳିତ ବର୍ଷ ୨୦ ପ୍ରତିଶତ ମହିଳାଙ୍କୁ ଅଗ୍ନିବୀରରେ ଭର୍ତ୍ତି କରାଯିବ। ତିନିଟି ସେନା ମଧ୍ୟରୁ ନୌସେନାରେ ହିଁ ଅଧିକ ମହିଳା ଅଛନ୍ତି। ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ପାଇଁ ଅଣାଯାଇଥିବା 'ଅଗ୍ନିପଥ ସ୍କିମ୍'ରେ ମହିଳାମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ବର୍ଷ ନୌସେନାରେ…