Browsing Tag

arrest

ଗୁରୁ ନାଁରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ 

ନୟାଗଡ଼ (କେନ୍ୟୁଜ): ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ୍ ଶିକ୍ଷକ ଗିରଫ।ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ।କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ। ଦୁଷ୍କର୍ମ ପରେ ଅନ୍ତରଙ୍ଗ…

କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ

ସୋର(କେନ୍ୟୁଜ୍): କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଆମ୍ବଗଡ଼ିଆ ଗ୍ରାମରେ ଶ୍ରୀଧର ଜେନା ନିର୍ଯ୍ୟାତନା ଦେଉଥିବା ନେଇ ୨୦୧୫ ମସିହାରେ ଅଭିଯୋଗ କରିଥିଲେ ସ୍ତ୍ରୀ । ଅଭିଯୋଗ ପରେ କୋର୍ଟରେ ସ୍ତ୍ରୀଙ୍କ ଭରଣ ପୋଷଣ ପାଇଁ ମାସିକ ୮୦୦ ଟଙ୍କା…

ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣା, ୬ ଗିରଫ

ମାଲକାନଗିରି (କେନ୍ୟୁଜ୍‌): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ୬ ଗିରଫ । କୋରାପୁଟ ମାଟିଖାଲ ଗାଁର ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କୋରାପୁଟ ପୋଲିସ୍‌ । ରାତି ଅଧିଆ ଶୁକ୍ରବାର ଦିନ ଗଞ୍ଜେଇ ଚାଲାଣ ଖବର ପାଇ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିଲା । ଚଢଉ ବେଳେ…

ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଡେଙ୍ଗମା ଗାଁ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଚୋରାଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ରା.ଉଦୟଗିରି ଥାନା ବାଲିସାହି ଗାଁର ପ୍ରଦିପ ମାଝୀ…

ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହଂସପୁର ଗାଁର ପଙ୍କଜ…

ଚର୍ଚ୍ଚିତ ଜୋସେଫ ହତ୍ୟା ମାମଲା: ଗଞ୍ଜେଇ ଡିଲ୍ ରୁ ହୋଇଥିଲା ହତ୍ୟାକାଣ୍ଡ, ଦିଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା…

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି - ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ରୁ ଯୁବକଙ୍କ ଗୋଡ଼ ହାତ ବନ୍ଧା ମୃତଦେହ ଜବତ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି ମୋହନା ପୋଲିସ । ସୂଚନା ଯୋଗ୍ୟ ଗତ ୨୩/୨/୨୦୨୨ ରେ ଜଗନ୍ନାଥପୁର ଛକର ଏକ…

କଟକ ବଡ ମେଡିକାଲରେ ରକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ! ବାରବାଟି ଅଞ୍ଚଳର ଦଲାଲ ସୌଭାଗ୍ୟ ରଞ୍ଜନ ଗିରଫ

କଟକ(କେନ୍ୟୁଜ୍): କଟକରେ ଦଲାଲ ଗିରଫ । ଅଭିଯୁକ୍ତ ହେଲେ ବାରବାଟି ଅଞ୍ଚଳର ସୌଭାଗ୍ୟ ରଞ୍ଜନ ପତି । ବଡ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତ ଯୋଗାଡ କରାଇଦେବାକୁ ଅଭିଯୁକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଗିରଫ ସୌଭାଗ୍ୟକୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ପାଞ୍ଚ…

୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ, ଉଭୟଙ୍କୁ ମମ୍ବାଇରୁ ଟ୍ରାଜିଂଟ ରିମାଣ୍ଡରେ ଆଣିଲା EOW

ଭୁବନେଶ୍ବର(କେନ୍ଯୁଜ୍):୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ ଅଭିଯୋଗରେ ମୁମ୍ବାଇରେ ଥିବା ୨ ନିର୍ଦ୍ଦେଶକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । IAAVIC ପ୍ରାଇଭେଟ କମ୍ପାନୀର ଦୁଇ ନିର୍ଦ୍ଦେଶକ…

ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍‌ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣା, ୩ ଗିରଫ

କୋରାପୁଟ(କେନ୍ଯୁଜ୍):ଗାଡି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍‌ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣାରେ ଗିରଫ କରାଯାଇଛି । ଛତିଶଗଡର ୨ ଜଣ ବ୍ୟବସାୟୀ ପାଡୁଆ ଥାନା ଅଞ୍ଚଳରୁ ପଣସ କ୍ରୟ କରି ଫେରୁଥିବା ବେଳେ କିଛି…