Browsing Tag

arrested

ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ…

ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ୨ ବର୍ଷ ଭୋଗିବେ ଜେଲ୍‌

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ। ୨୦୧୮ ମସିହାରେ ମାନବ ଚାଲାଣ କେସ୍‌ରେ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ସେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦୀଙ୍କ ୨ ବର୍ଷ ଜେଲ ଦଣ୍ଡକୁ କାଏମ୍‌…

ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ସୋନପୁର (କେନ୍ୟୁଜ): ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ…

ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ରୋଷେୟାକୁ ଗିରଫ କଲା ପୋଲିସ, ଝିଅ ତାରାକୁ ହତ୍ୟା କରିବାକୁ ଦେଇଥିଲା ଧମକ

ଟିଭିର ଲୋକପ୍ରିୟ ଯୋଡ଼ି ଜୟ ଭାନୁଶାଲୀ ଓ ମାହୀ ବିଜ୍‌ ନିକଟରେ ନିଜ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଏହି ଦମ୍ପତିଙ୍କ କୁକ୍‌ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ମାହୀ ଓ ଜୟ ଉଭୟେ ବହୁତ ଚିନ୍ତାରେ ଥିଲେ। ଖାସ୍‌ କରି ତାଙ୍କ କୁନି…

ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ

ନରସିଂହପୁର (କେନ୍ୟୁଜ): ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫…

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ, ସୂଚନା ଦେଲେ କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଆଜି ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର EOW। ଆସନ୍ତା କାଲି ଅର୍ଥନୈତିକ ଅପରାଧ…

ଯାଜପୁରରୁ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ପୋଲିସ, ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ଜବତ

ଯାଜପୁର (କେନ୍ୟୁଜ): ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଧିନରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଘଟଣାର ତଦନ୍ତ…

୧୨ ବର୍ଷର ପିଲାକୁ ହତ୍ୟା ଅଭିଯୋଗରେ ଗାଈ ଗିରଫ, ଭୋଗିବ ୩ ବର୍ଷର ଜେଲ ଦଣ୍ଡ

ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ଗିରଫ ହେଲା ଗାଈ। ଦକ୍ଷିଣ ସୁଦାନରେ ସାମ୍ନାକୁ ଆସିଛି ଏଭଳି ଅଦ୍ଭୁତ ଘଟଣା। ସାରା ଦୁନିଆରେ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ଥିବା ବେଳେ ଦକ୍ଷିଣ ସୁଦାନରେ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ରହିଛି କଠୋର ନିୟମ। ଏଠାରେ କେବଳ ମଣିଷ ନୁହେଁ, ବରଂ ଜୀବଜନ୍ତୁ ବି ଏହି…

ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇଲେ ମୁମ୍ବାଇ ପୋଲିସ

ପଞ୍ଜାବୀ ଗାୟକ ତଥା ର‍୍ୟାପ୍‌ର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡ ପରେ ଲରେନ୍ସ ବିଶ୍ରୋଇର ଗୁର୍ଗେ ଗୋଲ୍ଡି ବରାର ନିଜକୁ ଏଥିପାଇଁ ଦାୟୀ କରିଛନ୍ତି। ଏଣୁ ଏବେ ପୋଲିସ ସଲମାନଙ୍କ…

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ

ନୂଆଦିଲ୍ଲୀ : ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସତୈନ୍ଦ୍ର ଜେନକୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତୈନ୍ଦ୍ର ମିଛ କମ୍ପାନୀ…

ଏମିତି ଠକଙ୍କୁ ସାବଧାନ : ମେଡିକାଲ କଲେଜରେ ସିଟ୍‌ କରାଇ ଦେବାକୁ କହି ଲୁଟି ନେଲେ ୩୨ ଲକ୍ଷ

ଭୁବନେଶ୍ୱର (କେନ୍ୟୁଜ): ମେଡିକାଲ ଶିକ୍ଷା ପାଇଁ ସିଟ୍‌ ବ୍ୟବସ୍ଥା କରି ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଦୁଇ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୨ ଲକ୍ଷ…

ପ୍ରେମିକା ସହିତ ଧରା ପଡିବାପରେ ବନ୍ଧୁକ ଦେଖାଇ ଛାତ୍ର ଗିରଫ

ଉଦଳା(କେନ୍ୟୁଜ୍‌): ପ୍ରେମିକା ସହିତ ଧରା ପଡିଯିବା ପରେ ଜନସାଧାରଣଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଛନ୍ତି ଛାତ୍ର । ଯାହାକୁ ନେଇ ଛାତ୍ର ଜଣକୁ ଗିରଫ କରିଛି ପୋଲିସ୍ । ଏଭଳି ଘଟଣା ଘଟିଛି ଖୁଂଟା ଥାନା କୁଆମରା ଅଞ୍ଚଳରେ । ଗତକାଲି କୁଆମରା ଅଞ୍ଚଳରେ…