Browsing Tag

asha karmi

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଯୁବକ ନାଁରେ ଥାନାରେ ମାମଲା

ପାରାଦ୍ବୀପ(କେନ୍ୟୁଜ୍): ଆଶା କର୍ମୀଙ୍କୁ ଅପହରଣ ସହିତ ବଳାତ୍କାର ଅଭିଯୋଗ। ପାରାଦୀପ ଏମ୍ପାୟାର୍ସ ହୋଟେଲ ନିକଟରୁ ଚାରିଜଣ ଯୁବକ ଏକ କାରରେ ଉକ୍ତ ଆଶାକର୍ମୀଙ୍କୁ ନେହେରୁ ବଙ୍ଗଳାକୁ ଅପହରଣ କରି ନେବା ପରେ ବଳାତ୍କାର କରିଥିବା ନେଇ ପାରାଦୀପ ଥାନାରେ ପୀଡିତା ଆଶାକର୍ମୀ ଜଣକ ଲିଖିତ ଅଭିଯୋଗ…