ନାବାଳିକା ଦୁଷ୍କର୍ମ ମାମଲା: ASIଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହିତ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ନୟାଗଡ଼ (କେନ୍ୟୁଜ): ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍ କୋର୍ଟ । ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ…