ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲା ASIର ୧୩ ଜଣିଆ ଟିମ୍, କଳାହାଟ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଅନୁଧ୍ୟାନ…
କେନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଯାଞ୍ଚ କରି ଫେରିଲେ ASI ଟିମ୍। ରୋଷଘର ଚଟାଣର ୧୦ ଦିନ ଭିତରେ ସରିବ ମରାମତି। ଗର୍ଭଗୃହ ଭିତରେ କରାଯିବ କ୍ଲିନିଂ। ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍ ରହିଛି। କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ…