Browsing Tag

assistance engineer

୨ଦିନ ଧରି ଚାଲିଛି ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ସଂପତ୍ତି ଆକଳନ, ତଥାପି ସରୁନି ଗଣନା

ସୁନାବେଡ଼ା(କେନ୍ୟୁଜ୍):୨ଦିନ ଧରି ଚାଲିଛି ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ସଂପତ୍ତି ଆକଳନ। ସୁନାବେଡ଼ା ପୌର ପରିଷଦର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍‌ସ ଚଢଉ। ଆୟବର୍ହିଭୁତ ସଂପତ୍ତି ଅଭିଯୋଗରେ ଚାଲିଛି ରେଡ। ଏବେ ସୁଦ୍ଧା ଘରୁ ମିଳିଲାଣି ନଗଦ ୨୮ଲକ୍ଷ ୬୧ହଜାର…