Browsing Tag

astaranga

ଅଚାନକ ଖୋଲିଯାଇଛି ଅସ୍ତରଙ୍ଗ କେଲୁଣି ମୁହାଣ, ଆତଙ୍କିତ ସମୁଦ୍ର କୂଳିଆ ଲୋକେ

କାକଟପୁର(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେଉଟଜଙ୍ଗା ନିକଟରେ ଥିବା କେଲୁଣି ମୁହାଣ ଅଚାନକ ଖୋଲିଯାଇଛି । ଏଥିଯୋଗୁ ସମୁଦ୍ରର ଢେଉ ସିଧାସଳଖ ସୁନାମୀ ବନ୍ଧ ଦେହରେ ପିଟିହେଉଛି । ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳର ସମୁଦ୍ର କୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସମୁଦ୍ର ଢେଉ ମାଡ଼…

ଠିକାଦାରର ମନମାନି ଯୋଗୁଁ ଦୁର୍ଦ୍ଦଶା ଭୋଗିଲେ ଚାଷୀ, ସୁନାମୀ ନଦୀବନ୍ଧ ଭାଙ୍ଗି ଲୁଣାପାଣି ପଶିଲା ଶହ ଶହ ଏକର ଜମିରେ

କାକଟପୁର (କେନ୍ୟୁଜ୍‌) : ଦୀର୍ଘ ଚାରିବର୍ଷ କାଳ ସୁନାମୀ ନଦୀବନ୍ଧ କାମ ସାରି ପାରିଲେ ନାହିଁ ଠିକାଦାର । ଯାହା ଫଳରେ ଆଜି ପୂର୍ଣ୍ଣିମା ତିଥିରେ ଲୁଣା ଜୁଆର ପାଣି ଦୁର୍ବଳ ନଦୀବନ୍ଧକୁ ଭାଙ୍ଗି ଚାଷ ଜମିରେ ପ୍ରବେଶ କରିଛି । ଆଉ ଶହ ଶହ ଏକର ଚାଷ ଜମିରେ ମାଡି ଯାଇଛିି ଲୁଣାପାଣି। ସେହି…