ଜାଣନ୍ତୁ କ’ଣ ପାଇଁ ହୁଏ ଅସ୍ଥ୍ମା, କାହିଁକି ଏହା ଶରୀରକୁ ଅଧିକ ପ୍ରଭାବିତ କରେ
ଆପଣ ଜାଣିଛନ୍ତି ଅନେକ ଲୋକଙ୍କୁ ଅସ୍ଥ୍ମା ହୋଇଥାଏ। କିନ୍ତୁ ଏହାର କାରଣ କ'ଣ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହି ମାରାତ୍ମକ ରୋଗ ବିଷୟରେ କହିବାକୁ ଯାଉଛୁ। ଆସ୍ଥ୍ମାରେ ଏପରି ସ୍ଥିତି ଉପୁଜି ଥାଏ ଯେ ଯାହା ନିଃଶ୍ୱାସ ନେବାରେ ଅସୁବିଧା କରାଇଥାଏ। ଏମିତିକି ଆସ୍ଥ୍ମାରେ ଛାତି ମଧ୍ୟ…