Browsing Tag

astrology tips

ଏହି ତିଥିରେ ଗୃହ ପ୍ରବେଶ ହୋଇ ନଥାଏ ଶୁଭ, ଜାଣନ୍ତୁ କ’ଣ ଏହି ତିଥି

ହିନ୍ଦୁ ଧର୍ମରେ କୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପ୍ରଥମେ ଶୁଭ ମୁହୂର୍ତ୍ତ, ବାର, ତିଥି, ରାହୁକାଳ ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ନାମକରଣ, ମୁଣ୍ଡନ, ବିବାହ ସହିତ ଗୃହ ପ୍ରବେଶ ଆଦି କାର୍ଯ୍ୟରେ ଏସବୁର ଅଧିକ ଦୃଷ୍ଟି ଦିଆଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୃହ ପ୍ରବେଶ ସମୟରେ ଠିକ…

ଜୁଲାଇ ମାସରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ

ଶ୍ରାବଣ ମାସ ଅର୍ଥାତ୍ ଜୁଲାଇ ମାସ ଆରମ୍ଭ ହୋଇ ଯାଇଛି। ଏହି ମାସରେ ପ୍ରଭୁ ଶିବ ଶଙ୍କରଙ୍କ କୃପା ନିଜ ଭକ୍ତଙ୍କ ଉପରେ ରହିଥାଏ ବୋଲି କୁହାଯାଏ। ତେବେ କେବେ ଶିବଙ୍କର ନୁହେଁ ମହାବୀର ହନୁମାନଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ କିଛି ରାଶି ଉପରେ।ଶ୍ରାବଣ ମାସରେ ୩ ଟି ରାଶି ଉପରେ ହନୁମାନଙ୍କ…

ମନ ମୁତାବକ ଚାକିରି ପାଇବା ପାଇଁ, କରନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ଏହି ଉପାୟ

ଯଦି ଆପଣ ଦୀର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି ଆଉ ମନ ମୁତାବକ ଚାକିରି ପାଉ ନାହାଁନ୍ତି । ବାରମ୍ବାର ଚାକିରିରେ ବିଭିନ୍ନ ବାଧା ସୃଷ୍ଟି ହେଉଛି,ତେବେ ଏହା ପଛରେ ମଧ୍ୟ କିଛି କାରଣ ଥାଇପାରେ । ସେଥିପାଇଁ ଜୀବନରେ ନକରାତ୍ମକ ଶକ୍ତି ବା ଗ୍ରହର ପ୍ରଭାବକୁ ଦାୟୀ କରାଯାଇପାରେ । ଜ୍ୟୋତିଷ…

ଜୁଲାଇ ମାସରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ, ଲାଭ ହେବ ସମ୍ପଦ

ଜୁଲାଇ ମାସ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତେକ ରାଶି ଜୁଲାଇରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଇବାକୁ ଯାଉଛନ୍ତି। ମା' ଲକ୍ଷ୍ମୀଙ୍କୁ ହିନ୍ଦୁ ଧର୍ମରେ ଧନର ଦେବୀ ଭାବରେ ଗ୍ରହଣ କରାଯାଇଛି। ଏହା ଏକ ଧାର୍ମିକ…

ଘରେ ସଜାଇବା ପାଇଁ ଭୁଲ୍‌ରେ ଲଗାନ୍ତୁ ନାହିଁ ପ୍ଲାଷ୍ଟିକ ଫୁଲ, ଜଲଦି ହୋଇଯିବେ କାଙ୍ଗାଳ

ଲୋକ ନିଜ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ମାର୍କେଟରୁ କିଣି ଆଣନ୍ତି। ଏମିତି କେତେକ ଅପ୍ରାକୃତିକ ଜିନିଷ ଆଣି ବର୍ଷ ବର୍ଷ ଧରି ଏହାକୁ ଘରେ ରଖନ୍ତି। କିନ୍ତୁ ଏହି ଜିନିଷ ଯୋଗୁଁ କେବେ କେବେ ଘରେ ବାସ୍ତୁ ଦୋଷ ଆସିଥାଏ। ଏମିତି ଜିନିଷ ମଧ୍ୟରେ ଅପ୍ରାକୃତିକ ଫୁଲ ବା ପ୍ଲାଷ୍ଟିକ…

Astrology: କାହାକୁ ଦିଅନ୍ତୁନି ବାସି ରୁଟି! ଆପଣଙ୍କୁ ପଡ଼ିପାରେ ଭାରୀ, ଜାଣି ରଖନ୍ତୁ ଏହାର ନିୟମ

ଜ୍ୟୋତିଷ ଶାସ୍ତ୍ରରେ ଦାନର ରହିଛି ବିଶେଷ ମହତ୍ତ୍ୱ। କୁହାଯାଏ, ଦାନ କରିବା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। କିନ୍ତୁ କିଛି ଜିନିଷ ଦାନ କରିବା ଫଳପ୍ରଦୀ ହୋଇ ନ ଥାଏ, ବରଂ ତାହା ହାନିକାରକ ପ୍ରମାଣିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଦାନକୁ ନେଇ ଅନେକ ନିୟମ ବର୍ଣ୍ଣିତ…

ଆଜିଠାରୁ ବୃଷ ରାଶିରେ ବୁଧ କରୁଛନ୍ତି ମାର୍ଗି, ଜାଣନ୍ତୁ କେଉଁ ରାଶିକୁ ମିଳିବ ଫାଇଦା

ବୁଧ ଗ୍ରହ ଆଜିଠାରୁ ବୃଷ ରାଶିରେ ପ୍ରବେଶ କରୁଛନ୍ତି। ବୃଷ ରାଶିରେ ଓଲଟା ଚଳନ ଚାଲୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଦିନ ୧ଟା ୨୯ ୯ମିନିଟରୁ ବୃଷ ରାଶିରେ ମାର୍ଗି ହେବେ। ପାଖାପାଖି ୨୪ ଦିନ ପର୍ଯ୍ୟନ୍ତ ମାର୍ଗି ରହିବେ। ବୃଷ ରାଶିରେ ୧୦ ମଇ ମଙ୍ଗଳବାର ସନ୍ଧ୍ୟା ୫ଟା ୧୬ ମିନିଟ୍‌ରୁ…

ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହିସବୁ ଅକ୍ଷରଧାରୀ ଝିଅ, ଜାଣନ୍ତୁ କେଉଁମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଭାଗ୍ୟରେ ଶୁଭ ଗ୍ରହ ବିରାଜମାନ ଥାନ୍ତି, ତେବେ ବ୍ୟକ୍ତିଙ୍କର ଭାଗ୍ୟଶାଳୀ ହୋଇଥାନ୍ତି । ଏହାସହିତ ଘର ପରିବାରର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଭାଗ୍ୟଶାଳୀ ଝିଅ ସେମାନଙ୍କ ନାଁର ପ୍ରଥମ ଅକ୍ଷରରୁ ଜଣାଯାଏ। ନାମ ଜ୍ୟୋତିଷ…

ମେଷ ରାଶିରେ ହେଉଛନ୍ତି ଶୁକ୍ର ଗୋଚର, ଏହି ୫ଟି ରାଶିର ବ୍ୟକ୍ତିତ୍ୱ ରୁହନ୍ତୁ ସାବଧାନ

ରାହୁ ଗତମାସରୁ ରାଶି ବଦଳାଇ ମେଷ ରାଶିରେ ପ୍ରବେଶ କରିଛନ୍ତି। ୨୩ ମଇ ଅର୍ଥାତ୍‌ ଆଜିଠାରୁ ଶୁକ୍ର ଗୋଚର ମେଷ ରାଶିରେ ହେଉଛି। ମେଷ ରାଶିରେ ରାହୁ ଶୁକ୍ର ମିଶି କ୍ରୋଧ ଯୋଗ ରହିଛି। ରାହୁ ଶୁକ୍ର ମେଷ ରାଶିରେ ଏକାଠି ହେବା କିଛି ରାଶି ପାଇଁ ଅଶୁଭ ହୋଇପାରେ। ଏହି ରାଶିର ବ୍ୟକ୍ତି ବିଶେଷ ସାବଦାନ…

ଅକାଳ ମୃତ୍ୟୁ ଭୟରୁ ମୁକ୍ତି ଦେଇଥାଏ ଏହି ଉପାୟ, ବର୍ଷିଥାଏ ସୂର୍ଯ୍ୟ ଦେବ ଓ ଯମଙ୍କ ଖାସ କୃପା

ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଇଥାଏ । ଯମଦେବଙ୍କ ନାମ ଶୁଣିଲେ ମନରେ ଭୟ ସଂଚାର ହୋଇଥାଏ । କୁହାଯାଏ କି ଯମଙ୍କୁ ନା ଅନ୍ୟର ଦୁଃଖ ଓ କଷ୍ଟ ଦେଖା ଯାଇଥାଏ ନା ଶୁଣାଯାଇଥାଏ । ମୃତ୍ୟୁ ନିକଟତର ହେଲେ ଯମରାଜଙ୍କ ଦୂତ ଦେଖାଯାଇଥାନ୍ତି । ଆତ୍ମା ଶରୀର ଛାଡିଲେ ବିଭିନ୍ନ ପ୍ରକାର ଦଣ୍ଡ…

ବାମ ହାତରେ ସୁନା ପିନ୍ଧିବା ଦ୍ୱାରା ବଢ଼ିଥାଏ ସମସ୍ୟା, ଜାଣନ୍ତୁ ସୁନା ପିନ୍ଧିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା…

ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ଗ୍ରହଙ୍କର କିଛି ନା କିଛି ଧାତୁ ସହ ସମ୍ପର୍କ ରହିଥାଏ । ଯାହାର ଖାସ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ । କୁହାଯାଏ ସୁନା, ରୁପା,ତମ୍ବା, ହିରା ଓ ପ୍ଲାଟିନମର ବ୍ୟବହାର ଜୀବନରେ ଯେପରି ସୁଖ ସମୃଦ୍ଧି ବୃଦ୍ଧି କରିଥାଏ,ସେପରି ନକରାତ୍ମକ ପ୍ରଭାବ ବି ପକାଇଥାଏ…

ଲୁଣଠାରୁ ଆରମ୍ଭ କରି ଛୁଞ୍ଚି…କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ; ନଚେତ୍‌ ପଡ଼ିଯିବ ଆର୍ଥିକ ସଙ୍କଟ

କେବେ କେବେ ଆମେ ଏମିତି କିଛି ଜିନିଷ ମାଗଣା କିମ୍ବା ଉପହାରରେ ନେଇଥାଉ, ଯାହାର ପ୍ରଭାବ ଜ୍ୟୋତିଷ ଶାସ୍ତ୍ରରେ ଠିକ୍‌ ବୋଲି ଦର୍ଶାଯାଇ ନାହିଁ। ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ, ମନୁଷ୍ୟ ଜୀବନରେ ଗ୍ରହମାନଙ୍କର ଅନେକ ପ୍ରଭାବ ପଡିଥାଏ। ଲୋକମାନଙ୍କୁ ମାଗଣାରେ ମିଳୁଥିବା ଜିନିଷଗୁଡ଼ିକ…