ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ, ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ
ଆଠଗଡ଼(କେନ୍ୟୁଜ୍): ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପରଛକରେ ଅଭାବନୀୟ ଘଟଣା । ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ । ମୃତକମାନେ ହେଲେ ଭିରୁଡା ଗ୍ରାମ ଗରପଡ଼ାର ଦୁଇ ଭାଇ ଶରତ ଦେହୁରୀ ଓ ଲକ୍ଷ୍ମଣ ଦେହୁରୀ । ଘଟଣା…