Browsing Tag

Athiya Shetty

ହାତକୁ ଦୁଇ ହାତ ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ, ଡିସେମ୍ବରରେ ହୋଇପାରେ ବିବାହ !

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଆଥିୟା ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ । ବିବାହର ଭେନ୍ୟୁ ଫାଇନାଲ୍‌ ହୋଇସାରିଛି । ତେବେ ବିବାହ ତାରିଖ ସ୍ଥିର ହୋଇନାହିଁ…