Browsing Tag

atm lootera

ଲିଙ୍ଗିପୁର ATM ଲୁଟ୍‌ ଘଟଣା: ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ସରିଲା ୩ ଦିନିଆ ରିମାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ATM ଲୁଟ୍‌ ଘଟଣାରେ ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ୩ ଦିନିଆ ରିମାଣ୍ଡ ସରିଲା। ତାକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନିଆଯାଇଥିଲା। ଖୋକନକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ୨ଟି ଡକାୟତି ମାମଲାରେ…

ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁର ଏଟିଏମ ମେସିନ୍‌ ଲୁଟ୍‌ ଘଟଣା: ୨ ଲୁଟେରା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁରରୁ ଏସବିଆଇ ଏଟିଏମ ମେସିନ୍‌ ତାଡ଼ି ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏଟିଏମ ମେସିନ୍‌ ତାଡ଼ି ଏକ ଟାଟା…