Browsing Tag

attack

ସୁଧୁରୁନି ପାକିସ୍ତାନ : ଆସନ୍ତା ୧୫ ଅଗଷ୍ଟରେ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ କରୁଛି ଯୋଜନା

ନୂଆଦିଲ୍ଲୀ : ଦେଶ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏଜେନ୍ସିମାନଙ୍କୁ ଏକ ବଡ଼ ଗୁପ୍ତଚର ଆଲର୍ଟ ମିଳିଛି। ଏହି ଗୁପ୍ତଚର ସୂଚନା ଅନୁଯାୟୀ, ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ଏଥର ପାକିସ୍ତାନୀ ଆତଙ୍କବାଦୀମାନେ ଦେଶରେ ମଲ୍ଟି ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି।…

ସାମାନ୍ୟ ଗଣ୍ଡଗୋଳରୁ ସଙ୍ଘବଦ୍ଧ ଆକ୍ରମଣ, ବୃଦ୍ଧଙ୍କ ମୃତ୍ୟୁ

ଟାଙ୍ଗି (କେନ୍ୟୁଜ): ଗତକାଲି ରାତ୍ରିରେ ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣରେ କରିଥିଲେ କିଛି ଲୋକ । ଆକ୍ରମଣ ରେ ଶିକାର ବୃଦ୍ଧଙ୍କ ବାଲୁଗାଁ ମେଡିକାଲରେ ଡାକ୍ତର ମୃତ୍ୟୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଆରମ୍ଭ…

ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ, ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ଜଳେଶ୍ୱର (କେନ୍ୟୁଜ): ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା…

ଆର୍‌ଆଇଙ୍କ ଉପରେ ପଥର ମାଫିଆଙ୍କ ଆକ୍ରମଣ, ଲୁହାଛଡ଼ରେ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ୱର(କେନ୍ୟୁଜ୍): ପଥର ମାଫିଆଙ୍କ ଆକ୍ରମଣରେ ଆର୍‌ଆଇ ଆହତ । ଦୁଇ ତିନି ଦିନ ପୂର୍ବରୁ ବାଘମରା ନିକଟରେ ବେଆଇନ ବିସ୍ଫୋରଣ ଚାଲିଥିବା ଖବର ନୀଳଗିରି ତହସିଲଦାରଙ୍କୁ ମିଳିବା ପରେ ଗତକାଲି ସଜନାଗଡ ଆର୍‌ଆଇଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ଆର୍‌ ଆଇ ଜଣକ ସଂରକ୍ଷିତ ଜଙ୍ଗଲ ନିକଟରେ ପହଂଚି…

ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ: ଖଣ୍ଡା, ଠେଙ୍ଗା ମାଡ଼ରେ ୨ ଗୁରୁତର

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ ପାଟ । ବିପକ୍ଷ ଗୋଷ୍ଠୀର ଖଣ୍ଡା, ତଲୱାର ,ଠେଙ୍ଗା ମାଡ଼ରେ ଦୁଇ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ…

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଆଭିଯୋଗ, ଆହାତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବା ଘଟଣାକୁ ନେଇ ବାସୁଦେବପୁର ପ୍ରେସ କ୍ଲବ ପକ୍ଷରୁ କଷିଆ ସାମୁଦ୍ରିକ ଥାନାରେ କରିଛନ୍ତି ଅଭିଯୋଗ । ଗତକାଲି…

ମୁସ୍‌ଲିମ୍‌ ବିଜେପି ମହିଳା ନେତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବିଜେପି ଅଳ୍ପସଂଖ୍ୟକ ମହିଳା ପ୍ରଦେଶ ଅଧ୍ୟକ୍ଷା ସୁଲତାନା ଖାନ୍‌ଙ୍କ ଉପରେ ରବିବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ବେଳେ ସୁଲତାନା ଖାନ୍‌ ସ୍ୱାମୀଙ୍କ ସହ ଡାକ୍ତରଙ୍କୁ…

ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସା, ଉଭୟ ଉଭୟଙ୍କର କାଟିଲେ ଗଳା

ଖୋର୍ଦ୍ଧା(କେନ୍ୟୁଜ୍): ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସାକୁ କେନ୍ଦ୍ର କରି ଉଭୟ ଉଭୟଙ୍କର ଗଳା କାଟିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଗୁରୁଜଙ୍ଗ ରାସ୍ତାରେ। ଉଭୟ ଯୁବକ ସେହି ଅଞ୍ଚଳର ରସନ ତନ୍ତି ଓ ସୁମନ ବାରିକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ବସ୍ ଆଗପଛ ଯିବାକୁ ନେଇ ଗଣ୍ଡଗୋଳ

ଭୁବନେଶ୍ବର(କେନ୍ୟୁଜ): ବରମୁଣ୍ଡା ବସଷ୍ଟାଣ୍ଡରେ ହଣାହଣି । ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଯୁବକଙ୍କୁ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଯୁବକଙ୍କୁ…

ପରକୀୟା ପ୍ରେମର ପରିଣତି, ପ୍ରେମିକାକୁ ବାଇକ୍‌ରେ ବସାଇ ଘରକୁ ନେବା ବେଳେ ଆକ୍ରମଣ, ଫସିଗଲେ ଅପହରଣ ଅଭିଯୋଗରେ

ଆନନ୍ଦପୁର (କେନ୍ୟୁଜ୍) : ବିବାହିତ ଯୁବକ ପ୍ରେମରୋଗକୁ ଛଡ଼ାଇ ଦେଲା ପ୍ରେମିକ । ପ୍ରେମିକାକୁ ନିଜ ଘରକୁ ନେଉଥିବା ବେଳେ ଯୁବକଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ସେହି ପ୍ରେମିକା ହିଁ ତାଙ୍କୁ ଆକ୍ରମଣ କରି ଅପହରଣ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ସାମୁକାନେଣ୍ଡି ପଞ୍ଚାୟତ…

ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସାନଭାଇକୁ ସଂଘବଦ୍ଧ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର (କେନ୍ୟୁଜ): ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ। ସରପଞ୍ଚଙ୍କ ସାନଭାଇକୁ ସଂଘବଦ୍ଧ ଆକ୍ରମଣ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ପଞ୍ଚାୟତରୁ ଆସିଛି ଅଭିଯୋଗ। ପ୍ରତିପକ୍ଷଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇ ସରପଞ୍ଚଙ୍କ ସାନଭାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୂକୁ ଟାଙ୍ଗିଆରେ ଆକ୍ରମଣ କଲା ବଡ ଭାଇ

ଆନନ୍ଦପୁର (କେନ୍ୟୁଜ): ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗ୍ରାମର ଅମର ପାତ୍ରଙ୍କ ବଡବାପା ଗତକାଲି ମୃତ୍ୟୁବରଣ…