Browsing Tag

attempt to murder

ସମ୍ପତ୍ତି ପାଇଁ ବଡ଼ ଭାଇକୁ ଠେଙ୍ଗା ପିଟି ପଥରରେ ଛେଚି ନଦୀକୁ ଫିଙ୍ଗିଦେଲା ସାନ ଭାଇ, ତାପରେ ହେଲା କିଛି ଏମିତି

କରଞ୍ଜିଆ (କେନ୍ୟୁଜ): ଜମିଜମାକୁ କେନ୍ଦ୍ରକରି ବଡ଼ ଭାଇକୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାହାରପାଟ ଗାଁରେ। ସମ୍ପତ୍ତି ପାଇଁ ଗତକାଲି ରାତିରେ ଗାଁର…