Browsing Tag

aunt

ପିମ୍ପୁଡିଙ୍କ ଦେହ ଖରାପ କାହିଁକି ହୁଏ, କେମିତି ଭଲହୁଅନ୍ତି ସେମାନେ ?

ଆପଣ ପ୍ରାୟଦିନ ଗୋଟିଏ ଜୀବକୁ ଦେଖୁଥିବେ । ସେ ଘର ହେଉ କିମ୍ବା ଅନ୍ୟକୋଉଠି ବି । ଆମେ କହୁଛୁ ପିମ୍ପୁଡି କଥା । ସବୁବେଳେ ଆମେ ଦେଖୁ ହେଲେ କେବେ ସେମାନଙ୍କ ବିଷୟରେ ଭାବିବାକୁ ସମୟ ନଥାଏ । ଯେମିତିକି ସେମାନଙ୍କର ଦେହ ଖରାପ ହୁଏ କି । ସେମାନଙ୍କର ଦେହ ଖରାପ ହେଲେ କେମିତି ଭଲ ହେଉଥିବେ ।…