Browsing Tag

auto accident

ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ଯ ହରାଇ ଓଲଟିଲା ଅଟୋ : ୨ ମୃତ ,୮ ଗୁରୁତର

ବୌଦ୍ଧ (କେନ୍ୟୁଜ): ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲ ରେ ଓଲଟିଲା ଓଟୋ । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି । ସୂଚନା ଅନୁଯାୟୀ ବୌଦ୍ଧ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ: ଚାଲିଗଲା ସାନ ଭଉଣୀର ଜୀବନ, ବଡ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ୟୁଜ୍‌): ଯାତ୍ରୀବାହୀ ଅଟୋ ଓଲଟି , ଜଣେ ମୃତ ଓ ଜଣେ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବତୀ ଜଣକ ବିଞ୍ଜିଗିରି ଗ୍ରାମର ପୁଷ୍ପା ନାଇକ ଏବଂ ତାଙ୍କ ବଡ ଭଉଣୀ ଜ୍ୟୋସ୍ନା ନାଇକ ଗୁରୁତର ଆହତ ହୋଇଛନ୍ତି ।…