ଭଡ଼ା କ୍ୟାନ୍ସେଲ ନେଇ ଉଚ୍ଚବାଚ୍ଚ ପରେ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼, ଥାନାରେ ମାମଲା
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ବିଚ୍ ରାସ୍ତାରେ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼। ଭଡ଼ା କ୍ୟାନ୍ସେଲ ନେଇ ଉଚ୍ଚବାଚ୍ଚ ପରେ ଅଟୋ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼। ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ମାଡ଼ ମାରିଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନୟାପଲ୍ଲୀରୁ…