Browsing Tag

automobiles

ମହିନ୍ଦ୍ରାର ନୂଆ ସ୍କର୍ପିଓ ହେଲା ଲଞ୍ଚ: ଅଧିକ ମାଇଲେଜ୍ ସହ ମିଳିବ ୯ ଇଞ୍ଚର Infotainment, ଜାଣନ୍ତୁ ଏହାର ଫିଚର୍ସ

ମହିନ୍ଦ୍ରାର ନୂଆ ସ୍କର୍ପିଓ କ୍ଲାସିକ୍ ଲଞ୍ଚ ହୋଇଛି। ଏଥିରେ ସବୁଠୁ ବଡ଼ କଥା ହେଉଛି ଏହା ପୂର୍ବ ଅପେକ୍ଷା ଅଧିକ ମାଇଲେଜ୍ ଦେବ। ପୁଣି 9-ଇଞ୍ଚ Infotainment ସିଷ୍ଟମ୍ ରହିଛି ଏହି ଗାଡ଼ିରେ। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ ନୂତନ ଅବତାରରେ ଏହାର ନୂତନ ସ୍କର୍ପିଓ କ୍ଲାସିକ୍ ଲଞ୍ଚ କରିଛି।…

ଟାଟା ଲଞ୍ଚ କଲା ଟିଗୋର ନୂତନ ଶସ୍ତା iCNG କାର, କମ୍ ମୂଲ୍ୟ ସହ ରହିଛି ୨୬ କିଲୋମିଟର ମାଇଲେଜ୍

ମାର୍କେଟରେ ବିଭିନ୍ନ ପ୍ରକାର ସ୍ମାର୍ଟଫୋନ୍ ଓ କାର ବିକ୍ରି ହେଉଛି। ସମୟ ସହିତ ନୂଆ ନୂଆ ଡିଜାଇନ୍ ସହିତ ଆସୁଛି ଗାଡ଼ି। ତେବେ ବର୍ତ୍ତମାନ ପୁଣି TATA କମ୍ପାନୀ ଲଞ୍ଚ କରିଛି iCNG ଭାରିଆଣ୍ଟ କାର। ଏହି ପୋର୍ଟଫୋଲିଓରେ ଟାଟା ଟିଗୋର ଏକ୍ସଏମ୍ ହେଉଛି ସବୁଠାରୁ ଶସ୍ତା CNG ସେଡାନ୍, ଏହାର…

ବାଇକ୍ ଟିପ୍ସ: ଆପଣଙ୍କର ବାଇକ୍ କମ୍ ମାଇଲେଜ୍ ଦେଖାଉଥିଲେ ଅପଣାନ୍ତୁ ଏହି ଟିପ୍ସ, ବଞ୍ଚିବ ଟଙ୍କା

ଦିନକୁ ଦିନ ତେଲ ଦର ବଢିବାରେ ଲାଗିଛି। ପୁଣି ଗାଡ଼ି ଗୁଡ଼ିକ କିଛି ଦିନ ଚଲାଇବା ପରେ ହିଁ ଏହାର ମାଇଲେଜ୍ କମ୍ ଦେଖାଇଥାଏ। ଯାହାପାଇଁ ଗାଡ଼ିରେ ତେଲ ପକାଇବା ପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। କେବଳ ଏହି କମ୍ ମାଇଲେଜ ପାଇଁ। କିନ୍ତୁ କିଛି ଟ୍ରିକ୍ସ ଆପଣାଇ ଆପଣ ନିଜ ବାଇକର ମାଇଲେଜ୍…

ସଡକ ସୁରକ୍ଷା ନିୟମ: ସଡକ ସୁରକ୍ଷାକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ କଡ଼ା ନିୟମ, ପ୍ରତ୍ୟେକ ଗାଡ଼ିରେ ଏୟାର…

ଦିନକୁ ଦିନ ସଡ଼କ ସୁରକ୍ଷା ଉପରେ କଡା ଆଇନ୍ କାର୍ଯ୍ୟକାରୀ ହେଉଛି। କାରଣ ଗ୍ରାହକଙ୍କ ସୁରକ୍ଷା ପାଇଁ ଏପରି କରୁଛନ୍ତି ସରକାର।। ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଯାନବାହାନର ସୁରକ୍ଷା ପରିସଂଖ୍ୟାନ ଆଶ୍ଚର୍ଯ୍ୟଜନକ। ଗୁରୁବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କେନ୍ଦ୍ର ପରିବହନ…

କାର ପ୍ରେମୀଙ୍କ ପାଇଁ ବଢ଼ିଆ ସୁଯୋଗ, କେବଳ ୩୫ ହଜାର ଟଙ୍କାରେ କିଣନ୍ତୁ Marutiର ଏହି ମଡେଲ

କାର ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ମାତ୍ର ଅଳ୍ପ ଟଙ୍କାରେ ଏବେ ଆପଣ ନିଜର ମନ ପସନ୍ଦର କାର କିଣିପାରିବେ। ପ୍ରାୟତଃ ଗାଡ଼ି ର ଦାମ ଅଧିକ ଥିବା କାରଣରୁ ଅନେକ ଜଣ ଆଫର୍ଡ କରିପାରନ୍ତି ନାହିଁ। କାର କିଣିବା ନେଇ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ। ଭାରତୀୟ ପରିବାରରେ ତ କାର କିଣିବା…

ପ୍ରଦୂଷଣ ହ୍ରାସ କରିବାକୁ ଭାରତ ସରକାର କିଣିବେ ୫୦ ହଜାର ଇଲେକ୍ଟ୍ରିକ୍ ବସ୍

ଦିନକୁ ଦିନ ଯୁଗ ବଦଳିବା ସହିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସୁଛି। କିନ୍ତୁ ସବୁଠାରୁ ଦୁଃଖର କାରଣ ହେଉଛି ଯେ ଏବେ ପରିବେଶରେ ଅଧିକ ପ୍ରଦୂଷଣ ମଧ୍ୟ ବଢୁଛି। ଯାହା ପାଇଁ ବିଭିନ୍ନ ପରିବେଶବିତ୍ ଅନେକ ଯୋଜନା କରୁଛନ୍ତି ଏହାକୁ ରୋକିବା ପାଇଁ। ତେବେ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା…

ସେଲେରିଓ ଠାରୁ ୱାଗନ୍ଆର୍ ପର୍ଯ୍ୟନ୍ତ ମାରୁତି ଗାଡ଼ି ଉପରେ ବଡ଼ ରିହାତି, ବର୍ତ୍ତମାନ ଆପଣ କିଣି ପାରିବେ ଏହି ଗାଡ଼ି

ଆପଣ କାର୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ମାରୁତି ସୁଜୁକି ଆରେନା ଏବଂ ନେକ୍ସା ଡିଲରସିପ୍ ମାଧ୍ୟମରେ ଏହାର ଗାଡ଼ି ଉପରେ ବଡ଼ ରିହାତି ପ୍ରଦାନ କରୁଛି। ଏହି ରିହାତିରେ ଆପଣ କାର୍ କିଣି ପାରିବେ। ବୋନସ୍ ଏବଂ କର୍ପୋରେଟ୍ ରିହାତି ଆକାରରେ…

ଆସିଲା Maruti Suzuki Altoର ନୂଆ ରେଟ୍ରୋ ମଡେଲ, ଲୁକ୍‌ ସହ ଫିଚର୍ସ କରିଛି ସମସ୍ତଙ୍କୁ ଦିଓ୍ଵାନା

ମାର୍କେଟକୁ ଆସିଲା ମାରୁତିର ନୂଆ ଅଲଟୋ ମଡେଲ। ମାରୁତି ସୁଜୁକି ନିକଟରେ ନୁଆ ଅଲଟୋ ଲେପିନ ଏଲସିକୁ ଜାପାନ ବଜାରରେ ଲଞ୍ଚ କରିଛି। ଲଞ୍ଚ କରିବା ପରେ ହିଁ ଏହାର ଲୁକ୍‌ ଦେଖି ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ ରେଟ୍ରୋ ଲୁକ ଦିଆଯାଇଛି। ଯାହାକି ଗାଡ଼ିର ସୁନ୍ଦରତାକୁ ଆହୁରି ବଢ଼ାଇଦେଇଛି। କାରକୁ…

ଟାଟା ସଫାରିରେ ରହିଛି ଦମଦାର ଫିଚର୍: ଭାଇରାଲ ହେଉଛି ଗାଡ଼ି ଫଟୋ

ବର୍ତ୍ତମାନ କମ୍ପାନୀ ଗୁଡ଼ିକ ନୂଆ ନୂଆ ଡିଜାଇନ୍ ର ଗାଡ଼ି ତିଆରି କରୁଛନ୍ତି।ଯାହାର ଫିଚର୍ ଦେଖି ଗ୍ରାହକମାନେ ଆଗ୍ରହୀ ହେଉଛନ୍ତି ଏହି ସବୁ ଗାଡ଼ି କିଣିବା ପାଇଁ। ତେବେ ଟାଟା ମୋଟର୍ସ ଗତ ବର୍ଷ ଆରମ୍ଭରେ ହିଁ ନୂଆ ଗାଡ଼ି ଏସୟୁଭି ସଫାରି ଲଞ୍ଚ କରିଥିଲା। କିନ୍ତୁ, ସେତେବେଳେ କମ୍ପାନୀ ଏହାକୁ…

ଲଞ୍ଚ ହେଲା Yamaha NMax 155 ସ୍କୁଟର, ଟ୍ରାଫିକ ଲାଇଟରେ ଆପେ ଆପେ ବନ୍ଦ ହୋଇଯିବ ଇଞ୍ଜିନ

ନୂଆ ନୂଆ ଡିଜାଇନ୍ ସହିତ ଲଞ୍ଚ ହେଉଛି ଅନେକ କାର୍ ଓ ବାଇକ୍। ଯାହାର ବିଭିନ୍ନ ପ୍ରକାରର ସ୍ମାର୍ଟ ଫିଚର୍ ରହୁଛି। ଖାସ୍ ସେହି ପରି ଏକ ଦମଦାର ଫିଚର୍ ସହ ଲଞ୍ଚ ହେଇଛି Yamaha NMax 155 ବାଇକ୍ ସ୍କୁଟର, ଯାହାକି ଗାଡ଼ି ଚଲାଇବା ସମୟରେ ଟ୍ରାଫିକ ସିଗ୍ନାଲ ଆସୁ ଆସୁ ରେଡ୍ ଲାଇଟରେ ଆପେ ଆପେ…

ଲଞ୍ଚ୍‌ ହେଲା ଦମଦାର ଲୁକ୍‌ ଥିବା ଷ୍ଟାଇଲିସ୍‌ ସ୍କୁଟର, ଯେଉଁଥିରେ ଜିପିଏସ୍‌ ନେଭିଗେସନ୍‌ ସହ ରହିଛି ସ୍ମାର୍ଟଫୋନ୍‌…

ଟୁ-ହ୍ଵିଲର ନିର୍ମାତା କମ୍ପାନୀ Peugeot ୟୁରୋପୀୟ ବଜାରରେ ନିଜର Pulsion 125 ସ୍କୁଟର କମ୍ପଲାଏଣ୍ଟ ଭର୍ଜନକୁ ଲଞ୍ଚ୍‌ କରିଛି । ଏହା ଏକ ମ୍ୟାକ୍ସୀ ଷ୍ଟାଇଲ ସ୍କୁଟର, ଯାହା ଅନେକ ଆଡଭାନ୍ସ କନେକ୍ଟିଭିଟୀ ଫିଚର୍ସ ସହ ଲେସ । ଏହି ଦମଦାର ଆଉ ଷ୍ଟାଇଲିସ୍‌ ସ୍କୁଟରରେ ରହିଛି ୧୨୫ସିସି, ଯାହା…

ପ୍ରଥମ ଥର ପାଇଁ ମାର୍କେଟକୁ ଆସିଲା ହାଇଡ୍ରୋଜେନ କାର୍ ର ଫାଷ୍ଟ ଲୁକ୍, ଡ୍ୟାସବୋର୍ଡରେ ମିଳିବ ବଡ ଡ଼ିସ୍ପ୍ଲେ

ପେଟ୍ରୋଲ, ଡିଜେଲ୍ ଓ ଇଲେକ୍ଟ୍ରି ଗାଡ଼ି ର ବ୍ୟବହାର ତ ଅଧିକ। ପୁଣି ଏବେ ଏହି ଇ - ବାଇକ୍ ଓ ଇ - କାର ମଧ୍ୟ ଅଧିକ ମାତ୍ରାରେ ଚାଲିଲାଣି। କିନ୍ତୁ ଏହି ସବୁ ଗଡିକୁ ଟକ୍କର ଦେବାପାଇଁ ମାର୍କେଟରେ ଲଞ୍ଚ ଖୁବ୍ ଶୀଘ୍ର ଲଞ୍ଚ ହେବ ହାଇଡ୍ରୋଜେନ୍ କାର୍। ଫ୍ରାନ୍ସର ନିର୍ମାତା ଏହାର ହାଇ-ଏଣ୍ଡ…