ଆଜିଠୁ ପୁଣି ଥରେ ଆରମ୍ଭ ହେବ କି ବାବୁସାନଙ୍କ ସୁଖର ସଂସାର? ଜନ୍ମଦିନରେ ଘରେ ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରସ୍ତୁତି
କେନ୍ୟୁଜ୍ : ଆଜି ବାବୁସାନଙ୍କ ଜନ୍ମଦିନ । ମାଆ ଓ ବାପାଙ୍କ ସହ ମିଡ ନାଇଟରେ ବର୍ଥ ଡେ ପାଳିଲେ ବାବୁସାନ । ରାତିରେ ଘରେ କେକ୍ କାଟିଥିବା ସୂଚନା ମିଳିଛି । ଏତିକିବେଳେ କିଛି ସମ୍ପର୍କୀୟ ବି ଉପସ୍ଥିତ ଥିଲେ । ଆଜି ପତ୍ନୀ ତୃପ୍ତି ଓ ପୁଅ ସହ ବାବୁସାନ ପାଳିବେ ଜନ୍ମଦିନ । ଘରେ ଗ୍ରାଣ୍ଡ…