ଆଜି ବାବୁସାନଙ୍କ ଜନ୍ମଦିନ, ପରିବାର ସହ କରିବେ ସେଲିବ୍ରେଟ୍
ଭୁବନେଶ୍ୱର(କେନ୍ୟୁଜ୍): ଆଜି ବାବୁସାନଙ୍କ ଜନ୍ମଦିନ । ପରିବାର ସହ ବର୍ଥ ଡେ ସେଲିବ୍ରେଟ୍ କରିବେ ବାବୁସାନ । ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବେ । ଗତକାଲି ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଥିଲେ ବାବୁସାନ ମହାନ୍ତି । ସେ କହିଥିଲେ, ସ୍ତ୍ରୀ ଓ ପୁଅ ନ ଆସିଲେ ତାଙ୍କ…