ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲା: ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ
କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ । କମିଶନରେଟ ପୋଲିସ ବାବୁସାନଙ୍କୁ ସିଆରପିସିର ଧାରା ୪୧(କ) ଅନୁଯାୟୀ ନୋଟିସ ଜାରି କରିଛି । ସେଥିରେ ଦସ୍ତଖତ କରିଛନ୍ତି ବାବୁସାନ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ବାବୁସାନଙ୍କ ଓକିଲ…