Browsing Tag

babushan and prakruti mishra

ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ: କହିଲେ ପତ୍ନୀ ତୃପ୍ତିଙ୍କ ସହ ପାଳିବି ଜନ୍ମଦିନ

କେନ୍ୟୁଜ୍(ବ୍ୟୁରୋ): ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ ମହାନ୍ତି । କହିଲେ, ଆସନ୍ତାକାଲି ମୋ ଜନ୍ମଦିନ । ମୋ ପରିବାର ସାଥିରେ ବାର୍ଥ ଡେ ସେଲିବ୍ରେଟ୍‌ କରିବି । ମୋ ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବି ବୋଲି କହିଛନ୍ତି ବାବୁସାନ୍‌ । କାଲି ପତ୍ନୀ ଓ ପୁଅଙ୍କ…

ଗଣମାଧ୍ୟମକୁ ବାବୁସାନଙ୍କ ପ୍ରତିକ୍ରିୟା: ପୋଲିସ ଡକାଇଲେ ଥାନାକୁ ଯିବି

ଭୁବନେଶ୍ବର(କେନ୍ୟୁଜ୍): ମୋ ପୁଅ ମୋ ପାଖକୁ ଆସିବ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ବାବୁସାନ ମହାନ୍ତି । ଚେନ୍ନାଇରୁ ଭୁବନେଶ୍ୱର ଫେରି ବାପା ମାଆଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଛନ୍ତି ବାବୁସାନ । ପୋଲିସ ଡକାଇଲେ ଥାନାକୁ ଯିବି କହିଲେ ବାବୁସାନ । ପଚରାଉଚରା ପରେ ଗଣମାଧ୍ୟମକୁ…

ଓଲିଉଡରେ ଚାଲିଛି କି ନିଶା କାରବାର ? ଥାନାରେ ଅଭିଯୋଗ କଲା କଳିଙ୍ଗ ସେନା

ଭୁବନେଶ୍ୱର (କେନ୍ୟୁଜ): ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କଳିଙ୍ଗ ସେନାର ସାଙ୍ଘାତିକ ଅଭିଯୋଗ । ଓଲିଉଡରେ ଚାଲିଛି ନିଶା ଦ୍ରବ୍ୟର ବହୁଳ ବ୍ୟବହାର । ନିଶା ଅବସ୍ଥାରେ ଅଭିନେତ୍ରୀ ଅଭିନେତାଙ୍କ ସହ ରଖୁଛନ୍ତି ଅବୈଧ ସମ୍ପର୍କ । ନିଶା ଖାଇ ବାବୁସାନ ହରାଇଛନ୍ତି ମାନସିକ ସନ୍ତୁଳନ । ଏଭଳି ଅଭିଯୋଗ…

ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀ ଫେରିଲେ ଭୁବନେଶ୍ୱର, ହେଲେ ବାବୁସାନ କେଉଁଠି ଅଛନ୍ତି? ଏବେବି ସସପେନ୍ସ

ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କ ପତ୍ତା ମିଳୁନି । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିବଲା ସେଠାରୁ ସେ ଚେକ୍‌ ଆଉଟ୍‌ କରିସାରିଛନ୍ତି । ବାବୁସାନ କେଉଁଠି ଅଛନ୍ତି, ଏବେବି ସସପେନ୍ସ । ରବିବାର…

ଚେନ୍ନାଇରେ ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା, ଲେଖିଲେ ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି…

ଭୁବନେଶ୍ୱର(କେନ୍ୟୁଜ୍): ଚେନ୍ନାଇରେ ପ୍ରକୃତି ମିଶ୍ର । ଚେନ୍ନାଇରେ ପ୍ରକୃତିଙ୍କ ସହ ବାପା ମନ୍ମଥ ଓ କୃଷ୍ଣପ୍ରିୟା ମିଶ୍ର । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଦେଖାଦେଇଥିବା ଝଡ଼ ଥମିବାର ନା ଧରୁନି । ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ଦୋଷାରୋପ…

ପ୍ରକୃତି ମିଶ୍ର ବ୍ଲାକମେଲ୍‌ କରି ନାହାନ୍ତି: ବାବୁସାନ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରକୃତିଙ୍କ ପରେ ସୋସିଆଲ୍‌ ମିଡିଆରେ ପୁଣି ଭିଡିଓ ସେୟାର କଲେ ବାବୁସାନ । ପ୍ରକୃତି ମିଶ୍ରଙ୍କ ନାଁରେ ମା’ ଓ ସ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାବୁସାନ କହିଛନ୍ତି, ସେ ତାଙ୍କୁ ବ୍ଲାକମେଲ୍‌ କରି ନାହାନ୍ତି । ତାଙ୍କୁ ଟଙ୍କା ପଇସା ଦେଇ ନାହାନ୍ତି ।…

ଏବେ କେଉଁଠି ରହୁଛନ୍ତି ବାବୁସାନ-ପ୍ରକୃତି ? କେବେ ଫେରିବେ ଓଡ଼ିଶା ?, ସନ୍ଦେହରେ ପରିବାର ଲୋକ

କେନ୍ୟୁଜ୍(ବ୍ୟୁରୋ): ଫେରିଆସ ବାବୁସାନ । ସ୍ତ୍ରୀ ଓ ପୁଅ ପାଖକୁ ଫେରିଆସ । ପୁଅ ବାବୁସାନଙ୍କୁ ମାଆ ଅପରାଜିତାଙ୍କ ଏହି ଅପିଲ୍‌ । ବାବୁସାନଙ୍କୁ ନେଇ ବିବାଦ ଓ ପାରିବାରିକ ଅଶାନ୍ତି କଥା ପଦାକୁ ଆସିବା ପରେ ଆଜି ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ମିଡିଆ ଆଗରେ ବଖାଣିଛନ୍ତି ଗତ ଦେଢ଼…

ସାମ୍ନାକୁ ଆସିଲେ ପ୍ରକୃତି ମିଶ୍ର: ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରି କହିଲେ ବାବୁସାନଙ୍କ ଘର ତାଙ୍କ ଘର ପୂର୍ବରୁ…

କେନ୍ୟୁଜ୍(ବ୍ୟୁରୋ): ଷ୍ଟାର ବିବାଦରେ ନୂଆ ଟ୍ଵିଷ୍ଟ । ଓଲିଉଡ ହିରୋ ବାବୁସାନଙ୍କ ଘରୋଇ କଳି ପରେ ଆଜି ସାମନାକୁ ଆସିଲେ ପ୍ରକୃତି ମିଶ୍ର । ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରିଛନ୍ତି ପ୍ରକୃତି । କହିଛନ୍ତି, କେହି କାହାର ଘର ଭାଙ୍ଗନ୍ତିିନି, ତାଙ୍କ ଘର ପୂର୍ବରୁ ଭାଙ୍ଗି ସାରିଛି । ‘ଯେଉଁ…

ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ ଏଣିକି ଆଉ ପ୍ରକୃତିଙ୍କ ସହ କରିବିନି ଫିଲ୍ମ

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ୍‌ ଚକ‌ଲେଟ୍‌ ବୟ ବାବୁସାନ୍‌ ଓ ଚୁଲୁବୁଲି ନାୟିକା ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଝଡ଼ ଉଠିଛି। ଗତକାଲି ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍ । ବାବୁସାନ୍ କହିଛନ୍ତି, ସେ ଜାଣିଛନ୍ତି ଭାଇରାଲ ଭିଡିଓ ଦେଖିକି…

ଥାନାରେ ତୃପ୍ତିଙ୍କ ଏତଲା: ପ୍ରକୃତି ମିଶ୍ର ବିଭିନ୍ନ ଆଳ ଦେଖାଇ ବ୍ଲାକମେଲ୍‌ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍):  ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଦେଇଥିବା ଏତଲାରେ ବୈବାହିକ ଜୀବନରେ ଅଶାନ୍ତି ପାଇଁ ପ୍ରକୃତି ମିଶ୍ରଙ୍କ ଦାୟୀ କରିଛନ୍ତି । ସେ ଲେଖିଛନ୍ତି, ଯେବେଠାରୁ ପ୍ରକୃତି ମିଶ୍ର ସେମାନଙ୍କ ବୈବାହିକ ଜୀବନରେ ପଶିଲେ ସେବେଠାରୁ ଅଶାନ୍ତି ଆରମ୍ଭ ହୋଇଛି…

ଅପରାଜିତା ମହାନ୍ତି ବୋହୂ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଦେଲେ ଏତଲା, ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି 

କେନ୍ୟୁଜ୍(ବ୍ୟୁରୋ): ଷ୍ଟାର କଳିରେ ନୂଆ ଟ୍ଵିଷ୍ଟ । ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଥାନାରେ ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେବା ପରେ ନୂଆ ଟ୍ଵିଷ୍ଟ ସାମନାକୁ ଆସିଛି । ଖାରବେଳନଗର ଥାନାରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଉପସ୍ଥିତିରେ ଲିଖିତ ଏତଲା…

ଭିଡିଓ ଭାଇରାଲ୍ ପରେ ଘଟଣାକୁ ନେଇ ଜାଣନ୍ତୁ କଣ କହିଲେ ବାବୁଶାନ୍‌ ଓ ପ୍ରକୃତି ମିଶ୍ର

ଭୁବନେଶ୍ୱର : ଘଟଣାକୁ ନେଇ ବାବୁଶାନ୍‌ ଓ ପ୍ରକୃତି ମିଶ୍ର ଗଣମାଧ୍ୟମକୁ କହିଛନ୍ତି କି ଫିଲ୍ମର ପ୍ରମୋସନ୍‌ ପାଇଁ ଯାଉଥିଲେ । ବାବୁଶାନ୍‌ କହିଛନ୍ତି, ମୁଁ ପ୍ରକୃତିଙ୍କୁ ପିକ୍‌ଅପ୍‌ କରି, ଚେନ୍ନାଇ ଯିବା ଲାଗି ଏୟାରପୋର୍ଟକୁ ଯାଉଥିଲୁ । ଆମେ ସାଙ୍ଗ ହୋଇ କାମ କରୁଛୁ । ସେ ମୋର ବନ୍ଧୁ । ଯାହା…