Browsing Tag

babushan issue

ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ କିନ୍ତୁ ଆସିଲେନି ପତ୍ନୀ ତୃପ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ଆସିଲେନି ପତ୍ନୀ ତୃପ୍ତି । ହେଲେ ତୃପ୍ତିଙ୍କ ବାପା ଲଳିତ ଶତପଥି ବାବୁସାନଙ୍କ ଘରକୁ ଯାଇଛନ୍ତି । ପତ୍ନୀଙ୍କ ସମ୍ପର୍କରେ ବାବୁ କହିଛନ୍ତି, ମୁଁ ତାଙ୍କ ସହ ସର୍ବଦା ରହିଛି । ତେଣୁ ମୁଁ ମିସ୍‌…

ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ: କହିଲେ ପତ୍ନୀ ତୃପ୍ତିଙ୍କ ସହ ପାଳିବି ଜନ୍ମଦିନ

କେନ୍ୟୁଜ୍(ବ୍ୟୁରୋ): ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ ମହାନ୍ତି । କହିଲେ, ଆସନ୍ତାକାଲି ମୋ ଜନ୍ମଦିନ । ମୋ ପରିବାର ସାଥିରେ ବାର୍ଥ ଡେ ସେଲିବ୍ରେଟ୍‌ କରିବି । ମୋ ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବି ବୋଲି କହିଛନ୍ତି ବାବୁସାନ୍‌ । କାଲି ପତ୍ନୀ ଓ ପୁଅଙ୍କ…

ପ୍ରକୃତି ମିଶ୍ର ବ୍ଲାକମେଲ୍‌ କରି ନାହାନ୍ତି: ବାବୁସାନ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରକୃତିଙ୍କ ପରେ ସୋସିଆଲ୍‌ ମିଡିଆରେ ପୁଣି ଭିଡିଓ ସେୟାର କଲେ ବାବୁସାନ । ପ୍ରକୃତି ମିଶ୍ରଙ୍କ ନାଁରେ ମା’ ଓ ସ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାବୁସାନ କହିଛନ୍ତି, ସେ ତାଙ୍କୁ ବ୍ଲାକମେଲ୍‌ କରି ନାହାନ୍ତି । ତାଙ୍କୁ ଟଙ୍କା ପଇସା ଦେଇ ନାହାନ୍ତି ।…

ଏବେ କେଉଁଠି ରହୁଛନ୍ତି ବାବୁସାନ-ପ୍ରକୃତି ? କେବେ ଫେରିବେ ଓଡ଼ିଶା ?, ସନ୍ଦେହରେ ପରିବାର ଲୋକ

କେନ୍ୟୁଜ୍(ବ୍ୟୁରୋ): ଫେରିଆସ ବାବୁସାନ । ସ୍ତ୍ରୀ ଓ ପୁଅ ପାଖକୁ ଫେରିଆସ । ପୁଅ ବାବୁସାନଙ୍କୁ ମାଆ ଅପରାଜିତାଙ୍କ ଏହି ଅପିଲ୍‌ । ବାବୁସାନଙ୍କୁ ନେଇ ବିବାଦ ଓ ପାରିବାରିକ ଅଶାନ୍ତି କଥା ପଦାକୁ ଆସିବା ପରେ ଆଜି ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ମିଡିଆ ଆଗରେ ବଖାଣିଛନ୍ତି ଗତ ଦେଢ଼…

ଥାନାରେ ତୃପ୍ତିଙ୍କ ଏତଲା: ପ୍ରକୃତି ମିଶ୍ର ବିଭିନ୍ନ ଆଳ ଦେଖାଇ ବ୍ଲାକମେଲ୍‌ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍):  ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଦେଇଥିବା ଏତଲାରେ ବୈବାହିକ ଜୀବନରେ ଅଶାନ୍ତି ପାଇଁ ପ୍ରକୃତି ମିଶ୍ରଙ୍କ ଦାୟୀ କରିଛନ୍ତି । ସେ ଲେଖିଛନ୍ତି, ଯେବେଠାରୁ ପ୍ରକୃତି ମିଶ୍ର ସେମାନଙ୍କ ବୈବାହିକ ଜୀବନରେ ପଶିଲେ ସେବେଠାରୁ ଅଶାନ୍ତି ଆରମ୍ଭ ହୋଇଛି…

ଖାରବେଳନଗର ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ରଙ୍କ ବାପା: ଦାୟର କଲେ ମାନହାନି କେସ୍

କେନ୍ୟୁଜ୍(ବ୍ୟୁରୋ): ଥାନାକୁ ଗଲା ଷ୍ଟାର ମାମଲା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପାମା' ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଅର ମାନହାନୀ ହୋଇଥିବା କହିଛନ୍ତି । ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ।…