Browsing Tag

baby elephant

ନବଜାତ ହାତୀ ଛୁଆକୁ ଛାଡ଼ି ଚାଲିଗଲା ମାଆ ହାତୀ, ଉଦ୍ଧାର କଲା ବନବିଭାଗ

ଢେଙ୍କାନାଲ(କେନ୍ୟୁଜ): ଛୁଆ ହାତୀକୁ ଛାଡ଼ି ଚାଲିଗଲା ମା'। ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆଁ ଶବର ସାହି ଗାଁ ନିକଟରେ ନବଜାତ ହାତୀ ଛୁଆକୁ ଛାଡ଼ି ମାଆ ହାତୀ ଚାଲି ଯାଇଛି। ହାତୀ ଛୁଆଟି ଠିଆ ହୋଇନ ପାରିବାରୁ ମାଆ ହାତୀ ତାକୁ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବନବିଭାଗ…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

କନ୍ଧମାଳ(କେନ୍ୟୁଜ): କୂଅରୁ ଉଦ୍ଧାର ହେଲା ହାତୀ ଛୁଆ। ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ। କନ୍ଧମାଳ ଫିରିଙ୍ଗିଆ ରେଞ୍ଜର ଜିରିଙ୍ଗପଡ଼ା ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡି ଯାଇଥିଲା। ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗ ଟିମ୍‌ ନିୟୋଜିତ ହୋଇଥିଲେ। ଫିରିଙ୍ଗିଆ…

କୂଅରେ ଗଳିପଡିଲା ହାତୀ ଛୁଆ, ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ କରାଗଲା ଉଦ୍ଧାର

ଯାଜପୁର(କେନ୍ୟୁଜ): କୂଅରେ ଗଳିପଡିଲା ହାତୀ ଛୁଆ। ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ହାତୀ ଛୁଆ। ଯାଜପୁର ବୈରୀ ବନାଞ୍ଚଳ ଅଧୀନ ଦେହୁରିଗଡ଼ା ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ଗତ କିଛି ମାସ ହେବ ବୈରୀ ବନାଞ୍ଚଳ ଦେହୁରିଗଡ଼ା ଗାଁ ନିକଟରେ ଥିବା ପାହଡରେ ହାତୀ ପଲ…

ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଲା ଛୁଆ ହାତୀ, ଉଦ୍ଧାର କଲା ବନବିଭାଗ

କଳାହାଣ୍ଡି(କେନ୍ୟୁଜ୍): କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ନିକଟସ୍ଥ ବାବେନାଲର ଏକ ପରିତ୍ୟକ୍ତ କୂଅ ଭିତରୁ ଛୁଆ ହାତୀକୁ ଉଦ୍ଧାର କରାଯାଇଛି। ଗତକାଲି ହାତୀଟି ଗୋଠ ଛଡା ହୋଇ କୂଅ ଭିତରେ ଖସି ପଡିଥିଲା। ଖବର ପାଇ ନର୍ଲା ବନ ବିଭାଗ…