Browsing Tag

baby tiger

ନନ୍ଦନକାନନରେ ଧଳା ବାଘୁଣି ରୁପା ଜନ୍ମ ଦେଲା ୩ ଟି ଛୁଆ, ମାରିଦେବା ଭୟରେ ମା ଠାରୁ ଛଆକୁ ଅଲଗା କଲେ

ଭୁବନେଶ୍ବର(କେନ୍ୟୁଜ୍ ):  ଆଜି ନନ୍ଦନକାନନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ କଲା ମାଠାରୁ ଦୂରରେ ରହିଛନ୍ତି ବାଘ ସାବକ । ପ୍ରଥମ ଥର ଖୁଆଡ ରହି ବୁଲୁ ଥିବା ବେଳେ ଧଳା ବାଘୁଣି ରୁପା, ଏକ ସନ୍ତାନ ପ୍ରସବ କରିଛି । ଯାହା କି ନନ୍ଦନକାନନ ପ୍ରାଣି ଉଦ୍ୟାନ ପାଇଁ ଏକ ନୂତନ ଘଟଣା ।…