ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ୍, ସେମିଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ
ଅଲିମ୍ପିକରେ ଦୁଇଥର ପଦକ ବିଜେତା ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ମହିଳା ସିଙ୍ଗିଲସ୍ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏକ ରୋମାଞ୍ଚକ ମ୍ୟାଚରେ ଚୀନର ବିଙ୍ଗ ଜିଆଓଙ୍କୁ ୨୧-୯,୧୩-୨୧,୨୧-୧୯ ସେଟରେ ପରାସ୍ତା କରିଛନ୍ତି। ଏହି ବିଜୟ ସହିତ ସିନ୍ଧୁ…