ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ବ୍ୟାଡମିଣ୍ଟନରେ ଡବଲ ଧମାକା, ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ଲକ୍ଷ୍ୟ ସେନ୍ । ଫାଇନାଲରେ ମାଲେସିଆର ଜି ୟଙ୍ଗଙ୍କୁ ହରାଇଛନ୍ତି ଲକ୍ଷ୍ୟ। ଫାଇନାଲକୁ ୧୯-୨୧, ୨୦-୦୯, ୨୧-୧୬ରେ ମାତ୍ ଦେଇଛନ୍ତି।
ଭାରତକୁ ଏପର୍ଯ୍ୟନ୍ତ ୨୦ଟି ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨…