Browsing Tag

badrinath dham

କେଦାରନାଥଙ୍କ ପରେ ଖୋଲିଲା ବଦ୍ରିନାଥ ଧାମ, ଦିନକୁ ଦର୍ଶନ କରି ପାରିବେ ୧୫ ହଜାର ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ଭଗବାନ କେଦାରନାଥଙ୍କ ପରେ ବଦ୍ରିନାଥ ଧାମର କବାଟ ଖୋଲିଛି । ଆଜି ସକାଳ ୬:୧୫ରେ ବଦ୍ରିନାଥ ଧାମର ଦ୍ୱାର ଖୋଲା ଯାଇଥିଲା। ପୌରାଣିକ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ହଜାର ହଜାର ଭକ୍ତଙ୍କ ଖୁସି ମଧ୍ୟରେ ଆଜି ସକାଳେ ବଦ୍ରିନାଥ ଧାମର ଦ୍ୱାର ଖୋଲା ଯାଇଛି। ମନ୍ଦିରକୁ ଫୁଲରେ ଏବଂ…