Browsing Tag

bail

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କଲେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ । ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏନେଇ ଆମକୁ ଏକ୍ସକ୍ଲୁସିଭ୍‌ ସୂଚନା ଦେଇଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ୫୦୬ ଦଫାରେ ମାମଲା ରୁଜୁ କରିଛି…