Browsing Tag

balasore

ଗେଲି କହୁଛି ଇଲେକଟ୍ରି ସକ୍‌ରେ ମୁଁ ମରି ନଥିଲି, ପାଟିରେ ଲୁଗା ପୂରାଇ ମୋତେ ମାରି ଦେଲେ

ସୋର (କେନ୍ୟୁଜ) : ମୁଁ ଏମିତି ମରିନି, ମୋ ପାଟିରେ ଲୁଗା ପୁରାଇ ମୋତେ ମାରିଲେ ଗାଡିରୁ ଠେଲି ଦେଲେ। ମୋତେ ମୋ ଯାଆ ମାରିଦେଇଛି, ଆଇ ତା ବାପା ମିଶି ମୋତେ ମାରିଦେଲେ। ମୋତେ ବହୁତ କଲବଲ୍‌ କରି ମାରିଲେ ….ମୋ ଛୁଆକୁ ଟିକେ ଆଣ ମୁଁ ଦେଖିବି, ସେମାନେ ମୋ ଛୁଆକୁ ବହୁତ ହୀନିମାନ କରୁଛନ୍ତି। କିଛି…

ପୂରା ପରିବାର ନାଁରେ ଠକେଇ ଅଭିଯୋଗ, କୋର୍ଟରେ ମାମଲା ରୁଜୁ

ବାଲେଶ୍ୱର (କେନ୍ୟୁଜ୍‌) : ଭିଜିଲାନ୍ସ ଅଧିକାରୀଙ୍କ ନାଁରେ ଠକେଇ ଅଭିଯୋଗ। ପୁଣି ବାଲେଶ୍ଵର ଜିଲ୍ଲାରେ ଚିଟ୍‌୍‌ ଫଣ୍ଡ ଦୁର୍ନୀତି । ବାଲେଶ୍ଵର ଭିଜିଲାନ୍ସ କୋର୍ଟର ପୋଲିସ ଅଧିକାରୀ ଏବଂ ତାଙ୍କ ନାବାଳକ ପୁଅ ସହ ପରିବାର ନାଁରେ ବି ଠକେଇ ଅଭିଯୋଗ ହୋଇଛି । ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା…