Browsing Tag

baleswar

ବାଲେଶ୍ଵର: ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ହଳଦୀ ପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚିରମାର ହୋଇ ଯାଇଛି । ଦୁର୍ଘଟଣା ଫଳରେ ରୋଗୀ ସହ ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ…

ପୁଅ ମୋର କଳାଠାକୁର ସବୁ ସମ୍ପତ୍ତି ଏବେ ତାର, ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ କରିଦେଲେ ବୃଦ୍ଧା

ବାଲେଶ୍ୱର(କେନ୍ୟୁଜ୍): ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁରର ସୁପ୍ରଭା ପଣ୍ଡା ନିଜ ଜମି ବିକି ଶ୍ରୀମନ୍ଦିର ଫାଉଣ୍ଡେସନକୁ ୨୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଚେକ ଗ୍ରହଣ କରିବା ସହ ମହାପ୍ରଭୁଙ୍କ…

ଗାଁର ନିଆରା ସ୍ୱାଦ ଓ ପାରମ୍ପରିକ ଖାଦ୍ୟ ଏବେ ପହଁଚିବ ଆପଣଙ୍କ ଘରେ, ବାସ୍‌ ଅର୍ଡର କରନ୍ତୁ ପାର୍ସଲ ପାଆନ୍ତୁ

ବାଲେଶ୍ୱର (କେନ୍ୟୁଜ) : ମୁଁ ଓଡିଆ ଭାରି ବଢ଼ିଆ। କାହିଁକିନା ଓଡ଼ିଆ ପରମ୍ପରା ଓ ସଂସ୍କୃତି ଭିତରେ ରହିଥାଏ ବହୁତ କିଛି ସ୍ୱତନ୍ତ୍ରତା। ଓଡ଼ିଆ ଙ୍କ ପିନ୍ଧିବା , ଖାଇବା ଓ ଚଳଣି ସ୍ୱତନ୍ତ୍ର ଭାବେ ବାରି ହୋଇପଡ଼ି ଥାଏ । ବିଶେଷ କରି ଓଡ଼ିଆ ପାରମ୍ପାରିକ ଖାଦ୍ୟ ଓ ତାର ରୁଚି ଗ୍ରାମାଞ୍ଚଳରେ…

ବାଲେଶ୍ବର: ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ରୋଗୀ ସମେତ ୫ ଗୁରୁତର

ବାଲେଶ୍ବର (କେନ୍ୟୁଜ୍): ଟ୍ରକ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସମେତ ୫ ଗୁରୁତର । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏପରି ଦୁର୍ଘଟଣା ଘଟିଛି । କଲିକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ଵରରେ ଯାଉଥିବା ବେଳେ ଏକ ଟ୍ରକ ପଛରୁ ଆମ୍ବୁଲାନ୍ସ ଧକା ଦେଇଥିଲା…

ବାଲେଶ୍ୱର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ: ଭୁଷୁଡ଼ିଲା ଦୁଇ ମହଲା ଘରର କାନ୍ଥ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ସହରର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ । ସହରର ପୌରପାଳିକା ଠାରୁ ଟାଉନ୍‌ ଥାନା ପର୍ଯ୍ୟନ୍ତ  ଡ୍ରେନ ନିର୍ମାଣ ପାଇଁ ଜେସିବି ଦ୍ୱାରା ଖୋଳା ଚାଲିଥିବା ବେଳେ ପୁରୂଣା ଘର ଭୁଷୁଡିଯାଇଛି । ଦୁଇ ମହଲା ବିଶିଷ୍ଟ ଏହି ଘରର ଆଗ ପାର୍ଶ୍ୟ…

ବାଲେଶ୍ୱର ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ବାଲେଶ୍ବର (କେନ୍ୟୁଜ୍): ରୁଷ, ୟୁକ୍ରେନ୍‌, ଚୀନ ଭଳି ଦେଶ ବିଧ୍ୱଂସ ଆଡ଼କୁ ଯାଉଥିବା ବେଳେ ଭାରତ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି। ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏଭଳି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ଛାଡିଗଲା ରୋମିଓଗିରି, କଲେଜ ଛାତ୍ରୀଙ୍କୁ କମେଣ୍ଟମାରି ନିସ୍ତୁକ ମାଡ଼ ଖାଇଲା ଯୁବକ

ବାଲେଶ୍ବର (କେନ୍ୟୁଜ୍): କମେଣ୍ଟମରାକୁ ନେଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଛାତ୍ରୀ ଓ ତାଙ୍କ ପରିବାର ଲୋକ । ଏହାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଛାତ୍ରୀ ଜଣକ…

ଆଜିଠାରୁ ୩୦ ତାରିଖ ଯାଏଁ ଚାନ୍ଦିପୁର ITRରୁ ସିରିଜ୍‌ ପରୀକ୍ଷା ଉଡାଣ ଆରମ୍ଭ, ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ହେବେ…

ବାଲେଶ୍ବର(କେନ୍ୟୁଜ୍):  ଆଜିଠାରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ୍‌ ପରୀକ୍ଷାମୂଳକ ଉଡାଣ( ଏକ୍ସପେରିମେଟାଲ ଫ୍ଲାଇଟ୍‌ ଟ୍ରାଏଲ) ହେବ। ଏହି ପରିପ୍ରେକ୍ଷୀରେ ପରୀକ୍ଷଣ କେନ୍ଦ୍ର(ଏଲସି-୩)ର ଅଢେଇ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଜନସାଧାରଣଙ୍କୁ ଅସ୍ଥାୟୀ…