Browsing Tag

balugaon station

ଖୋର୍ଦ୍ଧା: ସୋଲାରୀ ଓ ବାଲୁଗାଁ ରେଳ ଷ୍ଟେସନ ମଝିରେ ରେଳ ଧାରଣାରୁ ତଳକୁ ଖସିଲା ମାଲଗାଡ଼ି

ରେଳ ଧାରଣାରୁ ତଳକୁ ଖସିଲା ମାଲଗାଡ଼ି । ଖୋର୍ଦ୍ଧା ରେଲେଓ୍ଵ ଡିଭିଜନର ସୋଲାରୀ ଓ ବାଲୁଗାଁ ରେଳ ଷ୍ଟେସନ ମଝିରେ ମାଲବାହୀ ଟ୍ରେନ୍‌ର ଗୋଟିଏ ଓ୍ଵାଗନ୍‌ ଲାଇନଚ୍ୟୁତ ହୋଇଥିଲା । ମାଲଗାଡ଼ିଟି କେନ୍ଦୁଝର ଜିଲ୍ଲା ନୟାଗଡ଼ରୁ କର୍ଣ୍ଣାଟକର ହୁବଲି ଅଭିମୁଖେ ଯାଉଥିଲା । ଏହି ଘଟଣା ପରେ ଭୁବନେଶ୍ୱରରୁ…